fbpx

Breaking News; ଆଜି BJD କରିବ ହେବ ମାରାଥନ୍ ପ୍ରଚାର: ୨ଟି ଜିଲ୍ଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମାଗିବେ ଭୋଟ୍

AAKASH

ଭୁବନେଶ୍ୱର: ଓଡ଼ିଶାରେ ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବର୍ତ୍ତମାନ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଉପରେ ସମସ୍ତଙ୍କ ନଜର । ଆଜି ଏହି ପର୍ଯ୍ୟାୟ ମତଦାନ ପାଇଁ ୨ଟି ଜିଲ୍ଲାରେ ମାରାଥନ୍ ପ୍ରଚାର କରିବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦାପଡ଼ା ଏବଂ ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀ ନିଜ ଦଳର ନେତାମାନଙ୍କ ପାଇଁ ଭୋଟଭିକ୍ଷା କରିବେ । ସେପଟେ ଭଦ୍ରକ ଜିଲ୍ଲା ପାଇଁ ଦାୟିତ୍ୱ ନେଇଛନ୍ତି ଭି.କେ ପାଣ୍ଡିଆନ୍ । ଭଦ୍ରକ ସହରରେ ପ୍ରଚାର କରିବା ସହ ଦଳକୁ ବିଜୟୀ କରିବା ପାଇଁ ଜନତାଙ୍କୁ ଭୋଟ ଭିକ୍ଷା କରିବେ ନେତା ।

Get real time updates directly on you device, subscribe now.