fbpx

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ । ବିଜୁ ଯୁବ ଜନତା ଦଳ ରୁ ବାଣୀ କଲ୍ୟାଣ ମହାନ୍ତି ଙ୍କୁ ସସପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବାର ସୂଚନାମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଜେଡି ର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ବାଣୀ କଲ୍ୟାଣ ମହାନ୍ତି ରାଜ୍ୟ ସାଧାରଣ ସମ୍ପାଦକ ସଦସ୍ୟ ଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ରୁ ନିଷ୍କାସିତ କରାଯାଇଛି।

Get real time updates directly on you device, subscribe now.