fbpx

ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ ମୋହନ ମାଝି

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ବିଧାନସଭାରେ ‘ପରୀ’ ତାତି ଜୋରସୋରରେ ବଢିବାରେ ଲାଗିଛି । ଏନେଇ ବିଜେପି ଓ କଂଗ୍ରେସ ସଦସ୍ୟ ଜୋରଦାର ହଙ୍ଗାମା କରୁଛନ୍ତି । ଏହାରି ମଧ୍ୟରେ ବିଧାନସଭାରେ ବାଚସ୍ପତିଙ୍କ ମାଇକ ଛିଡାଇଛନ୍ତି ବିଜେପି ବିଧାୟକ ମୋହନ ମାଝି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ମାଇକ ଛିଡାଇ ଆଣିଛନ୍ତି ମୋହନ । ଏନେଇ ଗୃହ କାର୍ଯ୍ୟକୁ ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.