fbpx
BSKY
BJD MC SKY
BJD MS SKY

‘ପରୀ’ ମାମଲାରେ ଏସଆଇଟି ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୟାଗଡ ପରୀ ମୃତ୍ୟୁ ମାମଲାରେ କୋର୍ଟ ନିରୀକ୍ଷଣରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭାରେ ଉପସ୍ଥାପିତ ହୋଇଛି । ଗୃହରେ ଉପସ୍ଥାପନ କରିଛନ୍ତି ସଂସଦୀୟ ବ୍ୟାପରା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହା ସହ ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.