fbpx

ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇ ଦେଲା BMC; ଧାରଣାରେ କର୍ମଚାରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇଲା BMC। ଧାରଣାରେ ବସିଛନ୍ତି କର୍ମଚାରୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟସ୍ଥ ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇଲା BMC। ଯାହାକୁ ନେଇ ଏବେ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ଇଲେକ୍ଟ୍ରି ଅଫିସର କର୍ମଚାରୀ। ତେବେ BMC ଏପରି କାହିଁକି କରିଛି ତାର କାରଣ କିଛି ଜଣା ପଡ଼ିନି। ଅଫିସ ଆଗରେ ଅଳିଆ ଦେଖି ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି କର୍ମଚାରୀ।

Get real time updates directly on you device, subscribe now.