fbpx

୯୪ଟି କଲ୍ୟାଣ ମଣ୍ଡପକୁ ନୋଟିସ୍ କରିଛି ବିଏମସି

ଭୁବନେଶ୍ୱର, ୨୪ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଥିବା ୯୪ଟି କଲ୍ୟାଣ ମଣ୍ଡପକୁ ନୋଟିସ ହୋଇଛି । ପରିଚାଳନାରେ ଅନିୟମିତତା ଦର୍ଶାଇ ନୋଟିସ କରିଛି ବିଏମସି । ତ୍ରୁଟି ସୁଧାରିବାକୁ ଜାନୁଆରି ୩୧ ୨୦୨୦ ଯାଏ ମହଲତ ଦିଆଯାଇଥିବା ସୂଚନା ମିଳିଛି । ସମୟ ସୀମା ମଧ୍ୟରେ ତ୍ରୁଟି ନସୁଧାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଆଇନଗତ ପ୍ରମାଣପତ୍ର ଦେଖି ବୁକିଂ ପାଇଁ ଲୋକଙ୍କୁ ବିଏମସି ନିବେଦନ କରିଛି ।

Get real time updates directly on you device, subscribe now.