fbpx
BJD SKY
BJD SKY

୨୬ରୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ବୋଟ୍ ଆମ୍ବୁଲାନ୍ସ ସେବା

BJD

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଏଣିକି ଚାଲିବ ବୋଟ୍ ଆମ୍ବୁଲାନ୍ସ । ଜାନୁଆରି ୨୬ରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯାଉଛି BSF । ଏଥିରେ ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ଵରେ ରୋଗୀଙ୍କୁ ଯୋଗାଯିବ ମେଡିକାଲ ସେବା । ଗୁରୁତର ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥା କରିବ BSF । ସୀମା ସୁରକ୍ଷା ବଳ ବା BSFର IG ଏସ.ସି. ବୁଡାକୋଟି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.