fbpx

ବଣାଇ ତହସିଲଦାର ନିଲମ୍ବିତ: ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବଣାଇ ତହସିଲଦାରଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବଣାଇ ତହସିଲଦାର ସୁଶୀଲ କୁଜୁରଙ୍କୁ ନିଲମ୍ବନ କରାଯାଇଛି । ଏହା ସହିତ ପରବର୍ତ୍ତୀ ନିଷ୍ପତ୍ତି ଯାଏଁ ସେ ସଦର ମହକୁମା ନଛାଡିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହିତ କୁଆଡେ ଯିବା ପାଇଁ ହେଲେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.