fbpx
BSKY
BJD MC SKY
BJD YOUTH SKY

(Video) ନିଜ ବାହାଘରରେ କନିଆ କଲା ଜବରଦସ୍ତ ଡ୍ୟାନ୍ସ: ଯାହାକୁ ଦେଖି କୁଣିଆଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ: ସୋସିଆଲ ମିଢିଆରେ ବାହାଘର ଭିଡିଓୁକ ଖୁବ୍ ପସନ୍ଦ କରାଯାଉଛି । କିଛି ଭିଡିଓରେ ବର-କନ୍ୟାଙ୍କ ସୁନ୍ଦର ମୁର୍ହୂତ୍ତ ରହୁଛି ତ ଆଉ କେଉଁଥିରେ ବରଯାତ୍ରୀଙ୍କ ଅଜବ ଡ୍ୟାନ୍ସ ଦେଖିବାକୁ ମିଳୁଛି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନିଜ ବାହାଘରରେ କନିଆ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । କନ୍ୟାର ମୁହଁ ବାହାଘରର ଖୁସି ଦେଖିବାକୁ ମିଳୁଛି ।

ତେବେ ସୋସିଆଲ ମିଡିଆର ସେୟାର ଚାଟରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କନ୍ୟା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିଥିଲେ । ଭିଡିଓକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ବେଶ୍ ଭାଇରାଲ ମଧ୍ୟ ହେଉଛି ।

ଏହି ଭିଡିଓରେ କନ୍ୟାକୁ ‘ବନୋ ତେରି ଆଖିଆ ସୁରମେଦାନୀ’ ଜଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଲୋକମାନେ କନ୍ୟାର ପ୍ରଶଂସା କରୁଥିବା ବେଳେ ବାହାଘରରେ ଆସିଥିବା କୁଣିଆ ମଧ୍ୟ ଡ୍ୟାନ୍ସ ଦେଖି ଚୁପ୍ ହୋଇଯାଇଥିଲେ । ଅନେକ ଲୋକ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.