fbpx

(Video) ଭାଉଜ ସହ ମିଶି ସାନଭାଇକୁ ହତ୍ୟାକଲା ବଡ଼ଭାଇ; ହତ୍ୟା କରି ଜଙ୍ଗଲରେ ବସି ନାଟକ କଲେ ଭାଇ-ଭାଉଜ

Advertisement

ବାଲେଶ୍ୱର: ବାପରେ ବାପ କି ନାଟକ । ଏମିତି କଳାକାରଙ୍କ ଆଗରେ ବଡ଼ ବଡ଼ ଆକ୍‌ଟର ବି ଫେଲ ମାରିଯିବେ । ଦେଖୁ ନାହାଁନ୍ତି ଭାଉଜ ଜରଙ୍କ କେମିିତ କାନ୍ଦୁୀଛନ୍ତି ତାଙ୍କୁ ଦେଖିଲେ କେହି କହିବେ ଏ ହେଉଊଛନ୍ତି ସେହି ଭଦ୍ର ମହିଳା ଯିଏ ନିଜ ସ୍ୱାମୀ ସହ ସୁପାରୀ କିଲର ଜରିଆରେ ଦିଅରକୁ ରାତାରାତି ମାରିଦେଇ , ଜଙ୍ଗଲ ଭିତରେ ରକ୍ତ ଚପଲ ଆଉ ବାିକ୍ ଛାଡି ଦେଇ ଏଠି ଆସି ଦିଅରକୁ ଖୋଜିବାର ନାଟକ କରୁଛନ୍ତି ।

କାନ୍ଦି ମାଟିରେ ଲୋଯି ଯାଉଥିଲେ ମୋ ଦିଅର କୁଆଡେ… ବୋଲି ଦିଅରକୁ ମନେ ପକାଇ ଚେତାଶୂନ୍ୟ ବି ହୋି ଯାଉଥିଲେ । ଯେଉଁ ଆପଣମାନେ ଆଗରୁ ଦେଖଥିଲେ ମଧ୍ । ଏହା ପଛରେ ମୂଳ କାରଣ ଥବଲା ଦିଅରକୁ ସ୍ୱାମୀ ସ୍ତ୍ରୀ ମାରିବା ପରେ ତାଙ୍କୁ କେହି ଯେମିତି ସନ୍ଦେହ ନକରନ୍ତୁ ସେଥିପାଇଁ ଭାଉଜ ଏପଟି ଆସି ହତୃା କରିଥିବା ସ୍‌ତାନରେ ଦିଅରକୁ ଖୋଜୁଥିବା ବେଳେ ସେପଟେ ଭାଇକୁ ମାରି ସାନ ଭାଇ ନିଖୋଜ ଅଛି ବୋଲି ଥାନାରେ ଅଭିଯୋଗ କରିଥିଲା ବଡ଼ ଭାଇ ବିଜୟ ରାଉତ ।

Get real time updates directly on you device, subscribe now.