fbpx

(Video) ଜଙ୍ଗଲକୁ ଡାକି ନେଇ ୪ଜଣ ପୁଅ-୩ଜଣଝିଅଙ୍କୁ ଦୁଷ୍କର୍ମ କରିଲା ଭାଇ; ଘର ଲୋକ କହିଲେ ମା’ ସହ ବି ଏମିତି କରିବା ଦରକାର…

ରେମୁଣା: ଘୃଣ୍ୟ ,ବର୍ବରତା ,ଆଉ ହିନମାନସିକତା ସବୁ କିଛିର ସୀମା ଟପିଗଲା ଦେହର ଭୋକ ଆଉ ମନର କାମନା । ଦେହର ଭୋକ ପାଇଁ ମଣିଷ ଏତେ ତଳକୁ ଖସିଗଲା ଯେ ଶେଷରେ କୁନି କୁନି ପିଲାଙ୍କୁ ବି ଛାଡିଲାନି । ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲା ପଡିଶା ଭାଇ। କେବଳ ପୁଅମାନଙ୍କୁ ସହ ଝିଅମାନଙ୍କ ସହ ବି ଏଭଳି ସମ୍ପର୍କ ରଖି ଦୁଷ୍କର୍ମ କରିଛି ଭାଇ, ଆଉ ଏ ସମ୍ପର୍କରେ କାହା ପାଖରେ କହିଲେ ମାଡ ମାରିବାକୁ ଧମକ ଦେଇଥିଲା । ଖାଲି ସେତିକି ନୁହେଁ ପୁଅ ସହ ଏଭଳି ଖରାପ କରିବା ଯୋଗୁଁ ମା’ଅଭିଯୋଗଗ କରିବାରୁ ସେ ଅଭିଯୁକ୍ତଙ୍କ ମାଆ କହିଥିଲେ ଯେ କେବଳଛୁଅ ନୁହେଁ ମା’ ସହ ବି ଏମିତି କରିବା ଦରକାର ।

ରେମୁଣା ଥାନା ଅଂଚଳରେ ୭ ଶିଶୁ ଙ୍କୁ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗ । ଏହି ଅଭିଯୋଗ ପରେ ଜଣେ ନାବାଳକ କୁ ରେମୁଣା ଥାନା ପୁଲିସ ଅଟକ ରଖିଛି । ରେମୁଣା ଏନ୍ ଏ ସି ର ୩ ନମ୍ବର ୱାର୍ଡ଼ ର ହରିପୁର ଗାଁ ରେ ଏଭଳି ଅଭାବନୀୟ ଘଟଣା ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଘଟଣାସ୍ଥଳ ରେ ରେମୁଣା ପୁଲିସ୍ ପହଞ୍ଚି ପରିସ୍ଥିତି କୁ ଶାନ୍ତ କରିଥିଲା । ଗାଁ ର ୩ ଜଣ ନାବାଳିକା ଓ ୪ ଜଣ ନାବାଳକ ଶିଶୁଙ୍କୁ ନେଇ ଅନ୍ୟଜଣେ ନାବାଳକ ବୁଦା ମୂଳେ ଅପ୍ରାକୃତିକ ଯୌନକ୍ରିୟା କରିଥିବା ରେମୁଣା ଥାନା ରେ ଅଭିଯୋଗ ହୋଇଛି । ଘଟଣା କୁ ନେଇ ଦୁଇ ପକ୍ଷରୁ ରେମୁଣା ଥାନା ରେ ୪ ଟି ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ସେହିଭଳି ଅଟକ ନାବାଳକଙ୍କ ମାଆ ଙ୍କ ଅଭିଯୋଗ ମୂଳେ ରଥ ମୁର୍ମୁ ନାମକ ଜଣେ ଯୁବକ ଥାନାରେ ଅଟକ ରହିଛି ।

Get real time updates directly on you device, subscribe now.