fbpx

ବ୍ରାଉନ ସୁଗାର ଜବତ: ୨ ଗିରଫ

କଟକ, ୮ା୧୨ (ଓଡିଶା ଭାସ୍କର): କଟକର ବାରଙ୍ଗ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଭୁବନେଶ୍ୱରରୁ କଟକକୁ ଚୋରା ଚାଲାଣ ହେଉଥିବା ସମୟରେ ଏହା ଧରାପଡ଼ିଥିଲା । ତେବେ ୧୬୫ ଗ୍ରାମ ବ୍ରାଉନ ସୁଗାର କେନ୍ଦ୍ରାଞ୍ଚଳର ଅବକାରୀ ବିଭାଗ ଜବତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.