fbpx

ଶୀଘ୍ର ବିବାହ କରିବେ ଶ୍ରଦ୍ଧା କପୁରଙ୍କ ଭାଇ, ଜଣାନ୍ତୁ କାହାକୁ କରିବେ ବିବାହ

ମୁମ୍ବାଇ ୮/୧୨: ଖୁବ ଶୀଘ୍ର ବିବାହ କରିବେ ,ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ପୁଅ ଏବଂ ଶ୍ରଦ୍ଧା କପୁରଙ୍କ କଜିନ ପ୍ରିୟାଙ୍କ ଶର୍ମା ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରିୟାଙ୍କ ୨୦୨୧ମସିହାରେ କରୀମ ମୋରାନିଙ୍କ ଝିଅ ଶଜା ମୋରାନିଙ୍କୁ ବିବାହ କରିବେ।ପ୍ରିୟାଙ୍କ ଏବଂ ଶଜା କିଛି ଦିନ ହେବ ଏକାଠି ଅଛନ୍ତି। ସେମାନେ ସୋସିଆଲ୍ ମିଡିଆରେ ମଧ୍ୟ ଏକାଠି ଫଟୋ ସେୟାର କରନ୍ତି।  ସେମାନଙ୍କ ବିବାହ ୨୦୨୧ମସିହା ଫେବୃୟାରୀରେ ହେବ।

Get real time updates directly on you device, subscribe now.