fbpx

ଏହି କମ୍ପାନୀ ର କର୍ମଚାରୀଙ୍କ ପାଇଁ ଖୁସି ଖବର , ଜାନୁଆରୀ 1 ରୁ ବଢିବ ଦରମା

ଭାରତର ଚତୁର୍ଥ ବଡ଼ ସଫ୍ଟଓ୍ୱେର କମ୍ପାନୀ ଓ୍ୱିପ୍ରୋ ର କର୍ମଚାରୀଙ୍କ ପାଇଁ ଖୁସି ଖବର , ଜାନୁଆରୀ ୧ ତାରିଖରୁ ପ୍ରାୟ ୮୦ପ୍ରତିଶତ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି । ଏହାସହିତ ନିଜ କାମରେ ଯେଉଁମାନେ ଉଚ୍ଚ ପ୍ରଦର୍ଶନ କରିଥିବେ ସେମାନଙ୍କୁ ପଦୋନ୍ନତି ମଧ୍ୟ କରାଯିବ ।କରୋନା ମହାମାରୀ ସଙ୍କଟ ମଧ୍ୟରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀଙ୍କ ପାଇଁ ପୁରସ୍କାର ଓ ପଦୋନ୍ନତି ନିହାତି ଆବଶ୍ୟକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.