fbpx

ମଧ୍ୟପ୍ରାଚ୍ୟ ଉତ୍ତେଜନା ପ୍ରଭାବରେ ହ୍ରାସ ପାଇଲା ସେନସେକ୍ସ

ନୂଆଦିଲ୍ଲୀ, ୬ା୧: ସେୟାର ବଜାରରେ ଇରାନ-ଆମେରିକା ଉତ୍ତେଜନାର ପ୍ରଭାବ ପଡ଼ିଛି । ଏନେଇ ୮୦୦ପଏଣ୍ଟ ତଳକୁ ଖସିଛି ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ୮୧୩ ପଏଣ୍ଟ ଖସି ୪୦, ୬୫୧ରେ ପହଞ୍ଚିଲା ବିଏସଇ । ସେହିପରି ନିଫ୍ଟିରେ ମଧ୍ୟ ୨୩୧ ପଏଣ୍ଟ ହ୍ରାସ ପାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.