fbpx

ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କଲେ ବିଏସଏଫ୍ ଯବାନ, କାରଣ ଅସ୍ପଷ୍ଟ

କଲ୍ୟାଣସିଂହପୁର, ୨୮ା୪ (ଓଡିଶା ଭାସ୍କର) : ଆଜି ଜଣେ ବିଏସଏଫ୍ ଯବାନ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ନିଜ ରାଇଫଲ୍ ରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ କାଶୀପୁର ଥାନା ବିଏସଏଫ୍ ୬୮ ବାଟାଲିୟନ୍ ଯବାନ ହୋଇଥିବା ବେଳେ ତାଙ୍କ ନାଁ ହେଉଛି ଦିଲ୍ଲୀପ ମାଇ । ସେ ୪ ମାସ ତଳେ ବିବାହ କରିଥିଲେ । ହେଲେ କଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନଥିବା ଏହା ପଛରେ ପାରିବାରିକ କଳହ ରହିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.