ମାଓବାଦୀଙ୍କ ଯୋଜନା ପଣ୍ଡ : ୩ ବୋମା ନିଷ୍କ୍ରିୟ କଲେ ବିଏସଏଫ ଯବାନ

0
COVID-19 Updates
  • World 114,379,919
    World
    Confirmed: 114,379,919
    Active: 21,911,249
    Recovered: 89,931,084
    Death: 2,537,586
  • USA 29,202,824
    USA
    Confirmed: 29,202,824
    Active: 9,045,632
    Recovered: 19,632,523
    Death: 524,669
  • India 11,096,731
    India
    Confirmed: 11,096,731
    Active: 164,475
    Recovered: 10,775,169
    Death: 157,087
  • Brazil 10,517,232
    Brazil
    Confirmed: 10,517,232
    Active: 876,529
    Recovered: 9,386,440
    Death: 254,263
  • Russia 4,234,720
    Russia
    Confirmed: 4,234,720
    Active: 349,571
    Recovered: 3,799,406
    Death: 85,743
  • UK 4,170,519
    UK
    Confirmed: 4,170,519
    Active: 1,201,606
    Recovered: 2,846,208
    Death: 122,705
  • Italy 2,907,825
    Italy
    Confirmed: 2,907,825
    Active: 411,966
    Recovered: 2,398,352
    Death: 97,507
  • Turkey 2,693,164
    Turkey
    Confirmed: 2,693,164
    Active: 98,938
    Recovered: 2,565,723
    Death: 28,503
  • Germany 2,444,177
    Germany
    Confirmed: 2,444,177
    Active: 130,388
    Recovered: 2,243,200
    Death: 70,589
  • Pakistan 579,973
    Pakistan
    Confirmed: 579,973
    Active: 21,836
    Recovered: 545,277
    Death: 12,860
  • China 89,893
    China
    Confirmed: 89,893
    Active: 218
    Recovered: 85,039
    Death: 4,636

ଚିତ୍ରକୋଣ୍ଡା,୨୩।୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି।ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ବୋମାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଇନ୍ଦା ସୂତ୍ରରୁ ଖବର ପାଇ ହାନ୍ତାଳଗୁଡ଼ା ୦୯ ନମ୍ବର ବାଟାଲିୟନ ବିଏସ୍‌ଏଫ ଯବାନ ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ କଦଳୀବନ୍ଧା ଗ୍ରାମ ପାହାଡ ନିକଟରୁ ଏକ ବ୍ୟାଗ୍‌ ପାଇଥିଲେ। ସେଥିରୁ ୨ଟି ପ୍ରେସରମାଇନ୍‌ ବୋମା, ୧ଗୋଟି ଟିଫିନ ବୋମା ଓ ବିଭିନ୍ନ ମାଓବାଦୀ ସାମଗ୍ରୀ ଜବତ କରିଥିଲେ। ପରେ ବୋମାକୁ ତୁରନ୍ତ ନିଷ୍କ୍ରିୟ କରିଥିଲେ। ଏହି ବୋମା ଯବାନଙ୍କ ଉଦ୍ଦେଶ୍ୟରେ ରଖାଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.