fbpx

ବଜେଟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧ା୨: ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଆଗତ ପରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଜିର ଦିନରେ ବେରୋଜଗାର ବଡ଼ ସମସ୍ୟା । ଦେଶର ଯୁବକଙ୍କ ପାଖରେ ଚାକିରି ନାହିଁ ବୋଲି ରାହୁଲ ଏହିପରି ବୟାନ ଦେଇଛନ୍ତି । କିନ୍ତୁ ବଜେଟରେ ସେଭଳି କିଛି ପଦକ୍ଷେପ ଦେଖିବାକୁ ମିଳିଲାନି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.