fbpx

ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେତେ ହେଲା ଟିକେଟ୍ ଦାମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରମାଗତ ଭାବରେ ତୈଳଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବଢ଼ିଲା ଯାତ୍ରାବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୩ରୁ ୯୬ ପଇସା ବଢ଼ିଛି । ସେହିପରି ଡିଏକ୍ସ ବସ୍ କିମି ପ୍ରତି ଭଡ଼ା ୧.୨୯ରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି । ଏହାସହିତ ଏସି ଡିଲକ୍ସ ବସ୍ ଭଡ଼ା ୧.୫୭ରୁ ୧.୬୩ ପଇସାକୁ ବଢ଼ିଛି । ସୁପର୍ ପ୍ରିମିୟମ୍ ବସ୍ ଭଡ଼ା ୨.୪୪ରୁ ବଢ଼ି ୨.୫୩ ପଇସା ହୋଇଛି ।

Get real time updates directly on you device, subscribe now.