fbpx

କମିଲା ବସ୍ ଭଡ଼ା

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର):ବସ୍ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ରାଜ୍ୟରେ ବସ୍ ଭଡ଼ାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । ବସ୍ ଭଡ଼ା କିଲୋମିଟର ପିଛା ୧ରୁ ୨ପଇସା କମିଥିବା ସୂଚନା ମିଳିଛି । ସାଧାରଣ ଓ ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୧ ପଇସା କମିଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା କିଲୋମିଟର ପିଛା ଦୁଇ ପଇସା କମିଛି ।

Get real time updates directly on you device, subscribe now.