fbpx

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ହୋଇ ଜାଳିଦେଲେ ବସ୍

କେନ୍ଦ୍ରାପଡ଼ା, ୨ା୯(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜାତୀୟ ରାଜପଥର ହଳଦିଆଗଡ଼ା ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସ୍କୁଟିକୁ ବସ ଧକ୍କା ଦେଇଛି । ବସ୍ ଧକ୍କାରେ ସ୍କୁଟର ଆରୋହୀ ମୃତ ହୋଇଥିବା ନେଇ ସୂଚନା ମିଳିଛି । ତେଣୁ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ ଉତ୍ତେଜନା ହୋଇ ବସରେ ନିଆଁ ଲଗାଇ ଦେଇଛନ୍ତି ।

Get real time updates directly on you device, subscribe now.