fbpx

ଏଣିକି ବସ୍ ରୁଟରେ ହେବ ପରିବର୍ତ୍ତନ

ଭୁୁବନେଶ୍ୱର,୩ ।୫(ଓଡିଶା ଭାସ୍କର): କରୋନା ପାଇଁ ବାହାରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇଆଣିବାରେ ଲାଗିଛନ୍ତି ସରକାର । କିନ୍ତୁ ଲଗାତାର ୨ଥର ଦୁର୍ଘଟଣା ଘଟିବାରୁ ବସ୍ ରୁଟ୍ ପରିବର୍ତ୍ତନ କରିବାକୁ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଣିକି ବୌଦ୍ଧରୁ ନୟାଗଡ ଓଡଙ୍ଗା ଦେଇ ଗଞ୍ଜାମରେ ପହଞ୍ଚିବ ବସ୍ ।

ତେବେ ଆଜି ସକାଳେ କଳିଙ୍ଗ ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣା ହୋଇଯାଇଛି । ସୁରଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏଥିରେ ୫ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.