fbpx

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୫ ଆହତ

ରାଇଘର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁରର ବ୍ଲକ୍ ଛକରେ ବସ୍ ସହିତ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ବିଳମ୍ବିତ ରାତିରେ ଦୁର୍ଘଟଣାରେ ୧୫ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ଘରୋଇ ବସ୍ ଟି ଭୁବନେଶ୍ୱରରୁ ରାଇଘର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଆହତ ଯାତ୍ରୀଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.