fbpx
BJD
BJD SKY
BJD SKY

ଘର ତିଆରି ପାଇଁ ନଦୀପଠାରୁ ଆଣି ପାରିବେନି ବେଆଇନ ବାଲି: ହାଇକୋର୍ଟ ଦେଲେ ଶକ୍ତ ନିର୍ଦ୍ଦେଶ

କଟକ: ଅଧିକାଂଶ ସମୟରେ ବିଭିନ୍ନ କାରଣ ପାଇଁ ନଦୀପଠାରୁ ବେଆଇନ ଭାବରେ ବାଲିଉଠାଣ ହେଉଥିବା ଦେଖାଯାଇଛି । କିନ୍ତୁ ବର୍ତ୍ତମାନ ଏଭଳି କାରନାମା ଉପରେ ଶକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ମାନ୍ୟବର ହାଇକୋର୍ଟ । ବେଆଇନ ବାଲି ଉଠାଣ ଉପରେ ପୁଣିଥରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଗତ ୨୧ ତାରିଖରେ ଏ ନେଇ ଖଣି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅତି ଆବଶ୍ୟକକୁ ଦୃଷ୍ଟିରେ ରକି ବିଭାଗ ଏହି ଅନୁମତି ଦେଇଥିଲା । ତେବେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ ମଧ୍ୟ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ବର୍ତ୍ତମାନ ହାଇକୋର୍ଟ ଏହି ବାଲି ଉଠାଣ ଉପରେ ରୋକ୍ ଲଗାଇଛନ୍ତି ।

Get real time updates directly on you device, subscribe now.