fbpx

ପୂର୍ବ ପ୍ରେମିକା ଆଗରେ ବରଗାଡି ଖରାପ । ବାଧ୍ୟ ହୋଇ କଲେ ବିବାହ ।

ଭୁବନେଶ୍ୱର, ୧ ୭ ।୪(ଓଡ଼ିଶା ଭାସ୍କର): ୩ ବର୍ଷ ହେବ ଚାଲଥିଲା ପ୍ରେମ । ଏତେ ଗଭୀର ଥିଲା ଯେ ଶାରିରୀକ ସମ୍ପର୍କ ଯାଏ କଥା ଯାଇଥଲା । କିନ୍ତୁ ବାହା ହେବାକୁ ରାଜି ନଥିଲା ପ୍ରେମିକ । ପ୍ରେମିକାଙ୍କର ପୂର୍ବରୁ ୩ଟି ବିବାହ ବିଚ୍ଚେଦ ହୋଇଥିବାରୁ ଏଥିପାଇଁ ରାଜି ନଥିଲେ ପ୍ରେମିକ । ଯୋଜନା କଲେ ପ୍ରେମିକାଙ୍କୁ ନଜଣାଇ ଅନ୍ୟଠି ବାହା ହୋଇଯିବେ ।ଥରେ ବାହା ହୋଇଗଲେ ପ୍ରେମିକା ବି ପିଛା ଛାଡିଦେବ । ଏଥିପାଇଁ ବରବେଶରେ ଗାଡିରେ ବାହାରିଥିଲେ ପ୍ରେମିକ । କିନ୍ତୁ ସାଥ ଦେଲାନି ଭାଗ୍ୟ । ରାସ୍ତା ମଝିରେ ଗାଡି ଖରାପ ହେଲା ।ଆଉ ସେହି ରାସ୍ତରେ ସ୍ପୁଟିରେ ଆସୁଥିବା ପ୍ରେମିକଙ୍କ ନଜରରେ ପଡିଗଲେ ପ୍ରେମିକ ।ବାସ ଆରମ୍ଭ ହୋଇଗଲା ଝଗଡା ଓ ପରେ ବାଡାପିଟା । କଥା ପୋଲିସ ଯାଏ ଗଲା ଓ ଆପୋଷ ସମାଧାନ ହୋଇ ବାଧ୍ୟ ହୋଇ ପ୍ରେମିକାକୁ ବାହା ହେଲେ ପ୍ରେମିକ । ପଂଜାବର ଏହି ଘଟଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.