fbpx

ବିସ୍ମିତ ଓ ବିଦ୍ୟାଶ୍ରୀଙ୍କ ନାଁରେ ମାମଲା

ବାଲେଶ୍ୱର,୭ ।୯(ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ବାଲେଶ୍ୱର ଖଇର ଥାନାରେ ମାମଲା ଦାୟର କରିଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର । ଆଇପିସିର ୫ଟି ଦଫାରେ ପୋଲିସ ମାମଲା ରୁଜୁ କରିଛି । ‘ସାଇକୋ ଲେଡି’ କହି ବଦନାମ ଅଭିଯୋଗରେ ମାମଲା ରୁଜୁ ହୋଇଛି । ତେବେ ବିସ୍ମିତ ଦାସ ଓ ବିଦ୍ୟାଶ୍ରୀଙ୍କ ନାଁରେ ଚିନ୍ମୟୀ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.