fbpx
Browsing Category

ଦେଶ

କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବା ମାତ୍ରେ ଝରକା ଦେଇ ଡେଇଁପଡିଲେ ପାଇଲଟ୍

କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିରଖିଛି । ବିଶ୍ୱରେ ୧୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହାର ଭୟ ଏପରି ଗ୍ରାସ କରିଛି ଯେ,…

କରୋନା ସମ୍ପର୍କିତ ସୂଚନା ପାଇଁ ହେଲ୍ପଲାଇନ ଜାରି

ନୂଆଦିଲ୍ଲୀ, ୨୩ା୩: କରୋନା ସମ୍ପର୍କିତ ସୂଚନା ପାଇଁ  ଜାତୀୟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି ।  ୨୪ଘଣ୍ଟିଆ ନିଃଶୁଳ୍କ ନମ୍ବର-୧୦୭୫କୁ ଫୋନ୍ କରାଯାଇପାରିବ । ସହାୟତା, ପରାମର୍ଶ, ମାର୍ଗଦର୍ଶନ ବା ମତାମତ ପାଇଁ ରହିଛି…

ଜନତା କର୍ଫ୍ୟୁ ସମୟରେ କ୍ରିକେଟ୍ ଖେଳିବା ପାଇଁ ବାହାରିଲେ ୮ ଖେଳାଳୀ, ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ,୨୩ ।୩: ସାରା ବିଶ୍ୱରେ କରୋନା ଭାଇରସ ପ୍ରଭାବ ଦିନକୁ ଦିନ ବଢିଚାଲିଛି, ଯେଉଁଥିରେ ୧୩ ହଜାରରୁ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନାର ମୁକାବିଲା ପାଇଁ…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩ା୩: : ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ସମସ୍ତଙ୍କ ମୁଣ୍ଡିବିନ୍ଧାର କାରଣ ପାଲଟିଲାଣି କରୋନା ଭାଇରସ୍ । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ…

କରୋନା ଭାଇରସ୍, ଦେଶରେ ଅଷ୍ଟମ ମୃତ୍ୟୁ

ମହାରାଷ୍ଟ୍ର,୨୩ା୩: ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତ ଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି…