Browsing Category

ରାଜ୍ୟ

କଟକରୁ ନୂଆ ୯୨ ପଜିଟିଭ୍ ଚିହ୍ନଟ

କଟକ,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ସକାଳେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୯୨ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି ।…

ନିଶ୍ଚିତକୋଇଲିରୁ ନୂଆ ୨୬ ପଜିଟିଭ୍ ଚିହ୍ନଟ

ସାଲେପୁର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ସକାଳେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୨୬ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ…

ବରିଷ୍ଠ ରାଜନେତା ତୁଲସୀ ଅଗ୍ରୱାଲଙ୍କୁ କରୋନା

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା ହୁ ହୁ ହୋଇ ମାଡିଚାଲିଛି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜାତୀୟ କାର୍ଯ୍ୟନିର୍ବାହୀ ତଥା ବିଶିଷ୍ଠ ରାଜନେତା ତୁଲସୀ ଅଗୱାଲ କରୋନା…

କଂଗ୍ରେସ ଭବନ ଆଗରେ ପୋଲିସ ଛାଉଣି, ହେଲେ କାହିଁକି?

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରହିଥିବା କଂଗ୍ରେସ ଭବନ ଆଗରେ ବ୍ୟାପକ ପୋଲିସ ଛାଉଣି ହୋଇଛନ୍ତି । ମୁଖପାତ୍ର କମିଟିକୁ ନେଇ ବିଶୃଙ୍ଖଳା ଆଶଙ୍କାରେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି ।…

ସଟଡାଉନରେ ଖୋଲାରହିବ ଢାବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା ମାମଲା ବଢି ବଢି ଚାଲିଛି । କରୋନାର ମୁକାବିଲା କରିବା ପାଇଁ ସଟଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ସେଥିରେ କିଛି ନିୟମ ସଂଶୋଧନ…

ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ ପରେ ୟୁନିଟ୍-୧ ସିଲ୍

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ରଜ ପର୍ବ ପାଇଁ ଆଉ ମାତ୍ର ୨ ଦିନ ଥିବା ବେଳେ ଦୋକାନ ବଜାରରେ ଗହଳି ବଢିଚାଲିଛିି । କିନ୍ତୁ କରୋନା ସଙ୍କଟ ସମୟରେ ସାମାଜିକ ଦୂରତା ନମାନିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଓ…

ଆସନ୍ତା ୧୪ ଓ ୧୫ରେ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଦୁଇ ଦିନ ମାଟ୍ରିକ ଖାତା ଦେଖା ବନ୍ଦ ରହିବ । ଚଳିତ ମାସ ୧୪ ଓ ୧୫ ତାରିଖରେ ମାଟ୍ରିକ ଖାତା ଦେଖା ବନ୍ଦ ରହିବ ବୋଲି ସୂଚନା ମିଳିଛି । ଓଡ଼ିଆ ପର୍ବ ରଜ ଉପଲକ୍ଷେ ସବୁ ମୂଲ୍ୟାୟନ…

୧୭ରୁ ଖୋଲିବ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଚଳିତମାସ ୧୭ରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏଥି ସହିତ ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ଅଧିକାରୀ କାର୍ଯ୍ୟରେ ଯୋଗ ଦେବେ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ…

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ଗଲେ ଓଡ଼ିଆ ପର୍ବ ରଜ । ରଜ ପାଇଁ କିଛିଟା କଟକଣା କୋହଳ କରାଯାଇ ଦୋକାନ ବଜାର ସବୁ ଖୋଲା ରଖାଯିବା ସହ ଆଜି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଥିଲା । କିନ୍ତୁ କୋଭିଡ଼ ନିୟମ…

ରାଜ୍ୟର ୧୪ଜିଲ୍ଲାରୁ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୪୭୪ରେ ପହଞ୍ଚିଛି । ୧୪ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୨୦…