fbpx
Browsing Category

Breaking News

ହଠାତ୍ ଆକାଶରୁ ବୃଷ୍ଟି ହେଲା ବଜ୍ରପାତ: ବିଜୁଳି ଆଘାତରେ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଅଚାନକ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ମୂସଳ ଧାରାରେ ବର୍ଷା ସହିତ ଆକାଶରେ ପ୍ରବଳ ବଜ୍ରପାତ ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାରାତ୍ମକ ହୋଇଛି ଏହି ବଜ୍ରପାତ…

ଆଗାମୀ ୭ ବର୍ଷରେ ୭୦% ବୃଦ୍ଧି ପାଇବ ଭାରତୀୟଙ୍କ ମୁଣ୍ଡପିଛା ଆୟ, ପ୍ରତ୍ୟେକ ବ୍ୟକ୍ତି ରୋଜଗାର କରିବେ ଏତିକି ହଜାର ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ନାଗରିକ ମାନଙ୍କର ରୋଜଗାର ଆଗାମୀ ୭ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ପାଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତର ପ୍ରତ୍ୟେକ ବ୍ୟକ୍ତିର ଆୟ ୨୦୩୦ ବେଳକୁ ପ୍ରାୟ ୭୦% ବୃଦ୍ଧି ପାଇ ୪୦୦୦…

ସନ୍ଧ୍ୟା ଆକାଶରେ ଦର୍ଶନ ଦେଲେ ପ୍ରଭୁ ଶିବଶଙ୍କର! ବାବାଙ୍କ ଆବିର୍ଭାବ ପରେ ନିର୍ଦ୍ଧୁମ ବର୍ଷା

ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ କାଉଡ଼ିଆଙ୍କ ସୁଅ ଛୁଟିଛି । ଯୋଜନ ଯୋଜନ ଦୂର ଅତିକ୍ରମ କରି ଶିବଲିଙ୍ଗରେ ପାଣି ଢାଳିବା ସହ ପାପକ୍ଷୟ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବ…

(Video) ପୁଣି ଏକାଠି ହେବେ କି ଅନୁଭବ-ବର୍ଷା? ନା ଛାଡ଼ପତ୍ର… ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: ଓଲିଉଡ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଅନ୍ତ ଘଟିବାକୁ ଯାଉଛି । ଖୁବଶୀଘ୍ର ,ହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ । ଓଡ଼ିଆ ସିନେ ଜଗତର ଏହି ଦୁଇ…

‘ଏହା କେବଳ ଗୋଟିଏ ଘଟଣା ନୁହେଁ ଯେଉଁଠାରେ ମହିଳାଙ୍କୁ ଅତ୍ୟାଚାର କରାଯାଉଥିଲା’ ମଣିପୁର ମାମଲାରେ ସରକାରଙ୍କୁ ପ୍ରଧାନ…

ନୂଆଦିଲ୍ଲୀ: ମଣିପୁରରେ ହିଂସା ତଥା ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣାରେ ସୋମବାର (ଜୁଲାଇ ୩୧) ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଏହି ସମୟରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସରକାରଙ୍କୁ କଡ଼ା ପ୍ରଶ୍ନ…

Video: ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା; ଅତିପ୍ରବଳ ବର୍ଷା ହେବା ନେଇ ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ…

ODI WC-2023; ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ବଦଳିଯାଇଛି ଭାରତ-ପାକିସ୍ତାନ ମ୍ୟାଚର ତାରିଖ । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ଆଉ ଏକନୂଆ ତାରିଖ ଘୋଷଣା ହୋଇଯାଇଛି । ନବରାତ୍ରୀ…

Video : ଜନ୍ମ ଦେଇ ଡେଙ୍ଗୁରେ ମରିଗଲା ମାଆ, କୁଆଁ କୁଆଁ ହୋଇ କାନ୍ଦୁଛି ନବଜାତ ଶିଶୁ

ଭୁବନେଶ୍ୱର : ରାଜଧାନୀରେ ଥମିବାର ନାମ ନେଉ ନାହିଁ ଡେଙ୍ଗୁ ଭୟ । ଦିନକୁ ଦିନ ଅଣାୟତ ହେଉଛି ଡେଙ୍ଗୁ ପରିସ୍ଥତି । ପୁଣି ଏକ ଜୀବନ ନେଲା ଡେଙ୍ଗୁ, ଏହାରି ଭିତରେ ମୁତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରବିବାର ଦିନ…

(Video) ରିଲିଜ ହେଲା ଯବାନ ଫିଲ୍ମର ପ୍ରଥମ ଗୀତ ‘ଜିନ୍ଦା ବନ୍ଦା’, ସାଉଥ ଷ୍ଟାଇଲରେ ଏପରି ନାଚିଲେ ଶାହରୁଖ

ନୂଆଦିଲ୍ଲୀ: ଶାହରୁଖ ଖାନ ଆଜି ଅର୍ଥାତ ୩୧ ଜୁଲାଇରେ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କହିବାକୁ ଗଲେ କିଙ୍ଗ ଖାନଙ୍କ ମୋଷ୍ଟ ଅୱେଟେଡ ଫିଲ୍ମ ଯବାନର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଗୀତର ନାମ ‘ଜିନ୍ଦା…

ନା ପେଟ୍ରୋଲର ଚିନ୍ତା, ନା ବ୍ୟାଟେରୀ ଚାର୍ଜର : ଆସୁଛି ନୂଆ ଟେକ୍ନୋଲିଜିର ସ୍କଟର

ନୂଆଦିଲ୍ଲୀ :  ବର୍ତ୍ତମାନ ସାରା ଦେଶରେ ଇ-ସ୍କଟି ବା ଚାର୍ଜିଂ ଗାଡିର ବଜାରରେ ବହୁତ ଲାଭ ରହିଛି । ଗତ କିଛି ମାସରେ ଇଲେକ୍ଟ୍ରୋନିକ ସ୍କୁଟିର ଚାହିଦା ବଢିବାରେ ଲାଗିଛି । କିନ୍ତୁ ଏଥିରେ ଚାର୍ଜିଂର ଅସୁବିଧା ରହିଛି ।…