fbpx
Browsing Category

Breaking News

(Video) ଝିଅ ପୂଜାଙ୍କ ସହ ଭେଟି ଭାବପ୍ରବଣ ହେଲେ ମହେଶ ଭଟ୍ଟ, ମନେପକାଇଲେ ପୁରୁଣା ଦିନ କଥା

ମୁମ୍ବାଇ: ବିଗ୍ ବସ୍ OTT୨ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ଦ୍ଦେଶକ ମହେଶ ଭଟ୍ଟ ଏହି ଶୋ’ରେ ପ୍ରବେଶ କରିଥିଲେ। ପରିବାର ସପ୍ତାହରେ ସେ ଝିଅ ପୂଜା ଭଟ୍ଟଙ୍କୁ ଭେଟିବାକୁ ଯାଇଥିଲେ। ସେ ଘରେ ଥିବା ସମସ୍ତ…

କ୍ଷୀର ଲିଟର ୩ ଟଙ୍କା ବଢ଼ିଲା: ଆଜିଠାରୁ ଲାଗୁ ହେଲା, ଟମାଟୋ ପରେ ଏବେ କନ୍ଦାଇବ କ୍ଷୀର

ନୂଆଦିଲ୍ଲୀ: ଟମାଟୋର ମହଙ୍ଗା ମାଡ଼କୁ ନେଇ ଏବେ ଦେଶବାସୀ କଲବଲ ହେଉଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟପିଥିବା ବେଳେ ଅନେକ ସ୍ଥାନରେ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଜନତାଙ୍କୁ ଶସ୍ତାରେ…

ପୁରୀ ସ୍ୱର୍ଗଦ୍ୱାର ହରିଶ୍ଚନ୍ଦ୍ର ସହାୟତା ରାଶି ବଢ଼ିଲା: ଖୁବଶୀଘ୍ର ଲଞ୍ଚ ହେବ ସ୍ୱର୍ଗଦ୍ୱାର ଆପ୍ ଓ ୱେବସାଇଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆଣୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ…

୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ: କେଉଁ ଜିଲ୍ଲା ଦାୟିତ୍ୱରେ କିଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ କରୁଛନ୍ତି । ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର…

ତଣ୍ଟି ଚିପି ମାଆ କଲା ପୁଅର ହତ୍ୟା: ପୋଲିସକୁ ଫୋନ କରି ମାଆ କହିଲା ଆସନ୍ତୁ, ମୁଁ ମୋ ପୁଅକୁ ମାରିଦେଇଛି

ଜୟପୁର: ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଜଣେ ମାଆ ନିଜ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ହତ୍ୟାକାରୀ ମାଆ ନିଜେ ପୋଲିସ ଷ୍ଟେସନକୁ ଫୋନ କରି କହିଛି ଯେ, ପୋଲିସ ପଠାନ୍ତୁ,…

(Video) ଭିଡିଓ ଦେଖି ସସ୍ମିତାଙ୍କୁ ଖୋଜି ଗୀତ ଗାଇବାକୁ ସୁଯୋଗ ଦେଲି: ଏବେ ସମସ୍ତେ ମୋତେ ଖଳନାୟକ ବନାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୋସିଆଲ ବ୍ୟବହାର ବହୁଳ ଭାବେ ବଢ଼ିଚାଲିଛି । ସାମାନ୍ୟ ଭୁଲ୍ ପାଇଁ କାହାର ମାନ ସମ୍ମାନ ଚାଲିଯାଉଛି ତ ଆଉ କିଏ ନିଜର ପ୍ରତିଭା ଦେଖାଇ ରାତାରାତି ଷ୍ଟାର ପାଲଟି ଯାଉଛି ।…

୬୦୦୦୦୦ କୋଟି ଟଙ୍କାର ମହଙ୍ଗା ଛାଡପତ୍ର: ଜାଣନ୍ତୁ ଏହି ଦମ୍ପତ୍ତିଙ୍କ ବିଷୟରେ..

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି କିଏ ନିଜ ଛାଡପତ୍ରରେ ଲକ୍ଷ ବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି? ଏମିତିରେ ଆପଣଙ୍କୁ ଯଦି କେହି…

ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀଙ୍କୁ ବିଜେପିରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ରାଜନୀତି ସହିତ ପରିବାରବାଦର ସମ୍ପର୍କ ଏକ ପୁରୁଣା ପରମ୍ପରା । ପିତାମାତାଙ୍କ ପଦାଙ୍ଗ ଅନୁସରଣ କରି ପୁଅ, ଝିଅ, ନାତୁ, ନାତୁଣୀମାନେ ରାଜନୀତିରେ ପାଦ ଥାପିବା ଏକ ନୂଆ କଥା ନୁହେଁ । ତେବେ ଏହା…

ଆପଣ ବ୍ୟବହାର କରୁଥିବା ଟୁଥପେଷ୍ଟ ଓ ଶାମ୍ପୁ ପାଇଁ କ୍ୟାନସର ହୋଇପାରେ: ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ନୂଆ ନୂଆ ବିମାରୀ ବଢ଼ିବାରେ ଲାଗିଛି । ବିଶେଷ କରି କ୍ୟାନସରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଭାରତୀୟ ଚିକିତ୍ସା ବିଜ୍ଞାନ ପରିଷଦ (ଆଇସିଏମଆର)ର ତଥ୍ୟ ମୁତାବକ, ଦେଶରେ ୨୦୨୨ରେ…

NIACLରେ ୪୫୦ ପଦ ଖାଲି: ସ୍ନାତକଙ୍କ ପାଇଁ ବଢ଼ିଆ ଅଫର୍, ଆଜିଠାରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କୋ. ଲିମିଟେଡ (ଏନଆଇଏସିଏଲ) ପକ୍ଷରୁ ୪୫୦ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଜେନେରାଲିଷ୍ଟସ ଓ…