fbpx
Browsing Category

Breaking News

ପ୍ୟାକେଟ୍ ଅଟା-ଚାଉଳ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବାର ଉଦ୍ଦେଶ୍ୟ ନାହିଁ, ପରିଷଦ ସେପରି କୌଣସି ସୁପାରିଶ କରିନାହାଁନ୍ତି

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ଆକାଶ ଛୁଆଁ ରହିଥିବା ବେଳେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଅଟା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବାର କୌଣସି ଉଦେଶ୍ୟ ନାହିଁ । ସରକାର…

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା BCCI: ଜଶପ୍ରୀତ ବୁମରାହ ଅଧିନାୟକ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ପରେ ଆୟରଲାଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍ । ତେବେ ଏହି ସିରିଜରେ ଭାରତ ପାଇଁ କମବ୍ୟାକ କରିବାକୁ ଯାଉଛନ୍ତି ଜଣେ ଷ୍ଟାର ଖେଳାଳି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ…

ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଛି ପାକିସ୍ତାନ! ଏହି ଜାଗାକୁ ଅଲଗା ଦେଶ ଘୋଷଣା କରିବାକୁ ଦାବି

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ବିପଦ ଟାଣି ହୋଇ ଆସୁଛି । ମହଙ୍ଗା ମାଡ଼ରେ ସାରା ଦେଶ କଲବଲ ହେଉଥିବା ବେଳେ ଏବେ ଦେଶ ଭିତରେ ଜନ୍ମ ନେଇଛନ୍ତି ଶତ୍ରୁ । ଦେଶ ଭିତରର କିଛି ସ୍ତାନକୁ ନୂଆ…

Video: ଆରପିଏଫ୍‌ ସୁରକ୍ଷାକର୍ମୀ ଗୁଳିମାଡ଼ ଘଟଣାରେ ନୂଆମୋଡ଼, ସାମ୍ପ୍ରଦାୟିକ ବିତର୍କରୁ ଗୁଳିକାଣ୍ଡ ହୋଇଥିବା ସୂଚନା

ନୂଆଦିଲ୍ଲୀ: ''ଯଦି ଭାରତରେ ରହିବାକୁ ଚାହୁଁଛ ତେବେ ମୋଦୀ ଆଉ ଯୋଗୀ'ଙ୍କୁ ମାନି ନିଅ''। ସୋମବାର ସକାଳୁ ସକାଳୁ ଜୟପୁର-ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରେ ଗର୍ଜନ କରିଥିଲା ରେଲୱେ ପ୍ରୋଟେକସନ୍…

(Video) Relience Jio ଲଞ୍ଚ କଲା ସବୁଠାରୁ ଶସ୍ତା ଲାପଟପ୍: ଦମଦାର ଫିଚର୍ସ ସାଙ୍ଗକୁ ଷ୍ଟାଇଲିସ ଡିଜାଇନ୍

ନୂଆଦିଲ୍ଲୀ: ବ୍ୟବସାୟ କ୍ଷେତ୍ରରେ ପୁଣି ଏକ ପାଦ ଆଗକୁ ବଢାଇଛି ରିଲାଏନ୍ସ ଜିଓ । ଦେଶରେ ସବୁଠାରୁ ଶସ୍ତା ଲାପଟପ ଲଞ୍ଚ କରି ଡିଜିଟାଲ ମାର୍କେଯରେ କମ୍ପାନୀ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଏଣିକି ଖୁବ କମ୍ ଟଙ୍କାରେ…

ହଠାତ୍ ଆକାଶରୁ ବୃଷ୍ଟି ହେଲା ବଜ୍ରପାତ: ବିଜୁଳି ଆଘାତରେ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଅଚାନକ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ମୂସଳ ଧାରାରେ ବର୍ଷା ସହିତ ଆକାଶରେ ପ୍ରବଳ ବଜ୍ରପାତ ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାରାତ୍ମକ ହୋଇଛି ଏହି ବଜ୍ରପାତ…

ଆଗାମୀ ୭ ବର୍ଷରେ ୭୦% ବୃଦ୍ଧି ପାଇବ ଭାରତୀୟଙ୍କ ମୁଣ୍ଡପିଛା ଆୟ, ପ୍ରତ୍ୟେକ ବ୍ୟକ୍ତି ରୋଜଗାର କରିବେ ଏତିକି ହଜାର ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ନାଗରିକ ମାନଙ୍କର ରୋଜଗାର ଆଗାମୀ ୭ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ପାଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତର ପ୍ରତ୍ୟେକ ବ୍ୟକ୍ତିର ଆୟ ୨୦୩୦ ବେଳକୁ ପ୍ରାୟ ୭୦% ବୃଦ୍ଧି ପାଇ ୪୦୦୦…

ସନ୍ଧ୍ୟା ଆକାଶରେ ଦର୍ଶନ ଦେଲେ ପ୍ରଭୁ ଶିବଶଙ୍କର! ବାବାଙ୍କ ଆବିର୍ଭାବ ପରେ ନିର୍ଦ୍ଧୁମ ବର୍ଷା

ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ କାଉଡ଼ିଆଙ୍କ ସୁଅ ଛୁଟିଛି । ଯୋଜନ ଯୋଜନ ଦୂର ଅତିକ୍ରମ କରି ଶିବଲିଙ୍ଗରେ ପାଣି ଢାଳିବା ସହ ପାପକ୍ଷୟ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବ…

(Video) ପୁଣି ଏକାଠି ହେବେ କି ଅନୁଭବ-ବର୍ଷା? ନା ଛାଡ଼ପତ୍ର… ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: ଓଲିଉଡ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଅନ୍ତ ଘଟିବାକୁ ଯାଉଛି । ଖୁବଶୀଘ୍ର ,ହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ । ଓଡ଼ିଆ ସିନେ ଜଗତର ଏହି ଦୁଇ…

‘ଏହା କେବଳ ଗୋଟିଏ ଘଟଣା ନୁହେଁ ଯେଉଁଠାରେ ମହିଳାଙ୍କୁ ଅତ୍ୟାଚାର କରାଯାଉଥିଲା’ ମଣିପୁର ମାମଲାରେ ସରକାରଙ୍କୁ ପ୍ରଧାନ…

ନୂଆଦିଲ୍ଲୀ: ମଣିପୁରରେ ହିଂସା ତଥା ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣାରେ ସୋମବାର (ଜୁଲାଇ ୩୧) ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଏହି ସମୟରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସରକାରଙ୍କୁ କଡ଼ା ପ୍ରଶ୍ନ…