fbpx
Browsing Category

Breaking News

Video: ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା; ଅତିପ୍ରବଳ ବର୍ଷା ହେବା ନେଇ ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ…

ODI WC-2023; ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ବଦଳିଯାଇଛି ଭାରତ-ପାକିସ୍ତାନ ମ୍ୟାଚର ତାରିଖ । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ଆଉ ଏକନୂଆ ତାରିଖ ଘୋଷଣା ହୋଇଯାଇଛି । ନବରାତ୍ରୀ…

Video : ଜନ୍ମ ଦେଇ ଡେଙ୍ଗୁରେ ମରିଗଲା ମାଆ, କୁଆଁ କୁଆଁ ହୋଇ କାନ୍ଦୁଛି ନବଜାତ ଶିଶୁ

ଭୁବନେଶ୍ୱର : ରାଜଧାନୀରେ ଥମିବାର ନାମ ନେଉ ନାହିଁ ଡେଙ୍ଗୁ ଭୟ । ଦିନକୁ ଦିନ ଅଣାୟତ ହେଉଛି ଡେଙ୍ଗୁ ପରିସ୍ଥତି । ପୁଣି ଏକ ଜୀବନ ନେଲା ଡେଙ୍ଗୁ, ଏହାରି ଭିତରେ ମୁତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରବିବାର ଦିନ…

(Video) ରିଲିଜ ହେଲା ଯବାନ ଫିଲ୍ମର ପ୍ରଥମ ଗୀତ ‘ଜିନ୍ଦା ବନ୍ଦା’, ସାଉଥ ଷ୍ଟାଇଲରେ ଏପରି ନାଚିଲେ ଶାହରୁଖ

ନୂଆଦିଲ୍ଲୀ: ଶାହରୁଖ ଖାନ ଆଜି ଅର୍ଥାତ ୩୧ ଜୁଲାଇରେ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କହିବାକୁ ଗଲେ କିଙ୍ଗ ଖାନଙ୍କ ମୋଷ୍ଟ ଅୱେଟେଡ ଫିଲ୍ମ ଯବାନର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଗୀତର ନାମ ‘ଜିନ୍ଦା…

ନା ପେଟ୍ରୋଲର ଚିନ୍ତା, ନା ବ୍ୟାଟେରୀ ଚାର୍ଜର : ଆସୁଛି ନୂଆ ଟେକ୍ନୋଲିଜିର ସ୍କଟର

ନୂଆଦିଲ୍ଲୀ :  ବର୍ତ୍ତମାନ ସାରା ଦେଶରେ ଇ-ସ୍କଟି ବା ଚାର୍ଜିଂ ଗାଡିର ବଜାରରେ ବହୁତ ଲାଭ ରହିଛି । ଗତ କିଛି ମାସରେ ଇଲେକ୍ଟ୍ରୋନିକ ସ୍କୁଟିର ଚାହିଦା ବଢିବାରେ ଲାଗିଛି । କିନ୍ତୁ ଏଥିରେ ଚାର୍ଜିଂର ଅସୁବିଧା ରହିଛି ।…

‘କୁରାନରେ କୁହାଯାଇଛି, ସ୍ତ୍ରୀ ଏବଂ ପିଲାମାନଙ୍କ ଯତ୍ନ ନେବା ସ୍ୱାମୀର ଦାୟିତ୍ୱ’: ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ଇସଲାମର ପବିତ୍ର ଧର୍ମଗ୍ରନ୍ଥ 'କୁରାନ' ଦର୍ଶାଇ କର୍ଣ୍ଣାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ 'କୁରାନ'ରେ କୁହାଯାଇଛି ଯେ, ପତ୍ନୀ ଏବଂ ସନ୍ତାନର ଯତ୍ନ…

Big Breaking: ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ଜଣଙ୍କର ମୃତ୍ୟୁ ହେବା କଥା ସାମ୍ନାକୁ ଆସିଛି । ଏଥିରେ ସମୁଦାୟ ୪ଜଣଙ୍କ ଶିଶୁ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଅଘଟଣ ଲାଗି ଗାଁରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି ।…

ଖୁସି ଖବର! କାଲିଠୁ ଖୋଲିବ ଭୁବନେଶ୍ୱରର ମାର୍କେଟ ବିଲଡିଂ

ଭୁବନେଶ୍ୱର : ଅନେକ ଦିନ ଧରି ବନ୍ଦ ଥିବା ରାଜଧାନୀର ମାର୍କେଟ ବିଲଡିଂ ଆସନ୍ତା କାଲି ଖୋଲିବ । ଏନେଇ ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ । ସ୍ଥାୟୀ ବ୍ୟବସାୟୀ ଏବଂ ଉଠା…

Video : ଭାଇର ଜୀବନ ବଞ୍ଚାଇବା ପାଇଁ ପାଣିର ସୁଅ ସହ ଲଢିଲା ଭଉଣୀ, ଏହା ଦେଖି ଆପଣ ବି କରିବେ ପ୍ରସଂଶା

ନୂଆଦିଲ୍ଲୀ : ପ୍ରତିବର୍ଷ ରକ୍ଷାବନ୍ଧନରେ ଭଉଣୀ ରାକ୍ଷୀକୁ ନିଜ ଭାଇ ହାତରେ ବାନ୍ଧି ଥାଏ । ଏହି ଆଶାର ସହ ବାନ୍ଧି ଥାଏ ଯେ, ଭାଇ ସବୁବେଳେ ନିଜ ଭଉଣୀକୁ ସୁରକ୍ଷା ଦେବ । ଶତାବ୍ଦୀ ଧରି ଚାଲିଆସୁଥିବା ଏହି ଅଭ୍ୟାସ…

୨୦ ଲକ୍ଷ ମୂଲ୍ୟର ଟମାଟୋ ବୋଝେଇ ଟ୍ରକ୍ ନିଖୋଜ, ବ୍ୟବସାୟୀମାନେ ଦାଖଲ କଲେ ଏଫ୍ଆଇଆର୍

ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋ ମୂଲ୍ୟରେ ତୀବ୍ର ବୃଦ୍ଧି ହେତୁ ଗ୍ରାହକଙ୍କ ପକେଟ ଖାଲି ହୋଇଯାଉଥିବା ବେଳେ କିଛି କୃଷକ ଏବଂ ବ୍ୟବସାୟୀ ଟମାଟୋ ବିକ୍ରି କରି ବିପୁଳ ଲାଭ କରିଛନ୍ତି। ଏହା ସହିତ ଟମାଟୋ ଚୋରିର ଅନେକ ଖବର…