fbpx
Browsing Category

Breaking News

ଅଗଷ୍ଟ ୩ରେ ଜ୍ଞାନବାପୀ ASI ସର୍ଭେ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି, ସେପର୍ଯ୍ୟନ୍ତ ସର୍ଭେ ଉପରେ ରୋକ୍

ନୂଆଦିଲ୍ଲୀ: ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପୀ ଏଏସଆଇ ସର୍ଭେ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । କୋର୍ଟ ଏହି ରାୟ ସଂରକ୍ଷଣ କରିଛନ୍ତି । ଅଗଷ୍ଟ ୩…

(Video) ଶ୍ରାବଣ ମାସରେ ଘଟିଗଲା ଅଘଟଣ: ସର୍ପାଘାତରେ ଚାଲିଗଲା ମହିଳା କାଉଡ଼ିଆଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଯୋଡ଼ା ଶ୍ରାବଣ ଚାଲିଥିବା ବେଳେ ପ୍ରତ୍ୟେକ ସୋମବାର ଦିନ ମନ୍ଦିରମାନଙ୍କରେ କାଉଡ଼ିଆଙ୍କର ଗ୍ରହଳି ଜମୁଛି । ବ୍ରତ କରିଥିବା କାଉଡ଼ିଆମାନେ ଉପବାସ କରି ମହାଦେବ ଶିବଙ୍କ ଲିଙ୍ଗରେ…

ଗ୍ରାଜୁଏସନ୍ ସମୟରେ କରନ୍ତୁ ଏହି କୋର୍ସ, ଫଟାଫଟ୍ ମିଳିଯିବ ଚାକିରି

ନୂଆଦିଲ୍ଲୀ: ଆଜିକାଲି ବେକାରୀ ସମସ୍ୟା ବହୁତ ବୃଦ୍ଧି ପାଇଛି, ଯେଉଁ କାରଣରୁ ଲୋକମାନେ ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳନ୍ତି । ଅନେକ ଥର ଏପରି ମଧ୍ୟ ଦେଖାଯାଇଛି ଯେ, ଅତି…

ସଂସଦରେ ପାସ ହେଲା ନୂଆ ବିଲ୍: ଏଣିକି ବାର୍ଥ ସାର୍ଟିଫିକେଟକୁ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରିହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୫୦ ବର୍ଷର ପୁରୁଣା ଆଇନରେ ସଂଶୋଧନ କରିଛନ୍ତି । ଏଥିପାଇଁ ଲୋକସଭାରେ ଏକ ବିଲ୍ ଆଗତ ହୋଇଯାଇଛି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ‘ରେଜିଷ୍ଟ୍ରେସନ ଅଫ୍ ବାର୍ଥ ଆଣ୍ଡ ଡେଥ…

ଦିଲ୍ଲୀର ଅଞ୍ଜଳି ସିଂ ଦୁର୍ଘଟଣା ମାମଲାରେ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ : ଦିଲ୍ଲୀର କଞ୍ଜବାଲା ଦୁର୍ଘଟଣା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ । ଗୁରୁବାର ରୋହିନୀ କୋର୍ଟ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।…

ଅଗଷ୍ଟରେ ହେବ ବଡ଼ ପରିବର୍ତ୍ତନ : ସମୟ ଆଗରୁ ସାରି ଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ : ଜୁଲାଇ ମାସ ସରିବାକୁ ଆସିଲାଣି । ଏମିତିରେ ଅଗଷ୍ଟ ୧ରୁ କିଛି ନିୟମରେ ବଦଳା ଯାଇଥିବା ଜିନିଷକୁ ଲାଗୁ କରାଯିବ । ଏହି ନିୟମ ସିଧା ସଳଖ ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିବ । ଏଥିଯୋଗୁଁ ଜାଣିବା ଜରୁରୀ ଯେ,…

୧୩ତମ ମହଲା ଉପରେ ଚଢିଗଲା ୪ ଫୁଟ ବିଶିଷ୍ଟ ଅଜଗର, ଲୋକେ କହିଲେ ଏତେ ଉଚ୍ଚରେ ପହଁଚିଲା କିପରି

ମୁମ୍ବାଇ: ମୁମ୍ବାଇରେ ଏକ ୪ ଫୁଟ ଲମ୍ବ ବିଶିଷ୍ଟ ଅଜଗର ସାପ ୧୩ତମ ମହଲାର ଟାୱାର ଦେଇ ଛାତ ଉପରକୁ ଚଢିବାରେ ସଫଳ ହୋଇଛି । ଉଦ୍ଧାରକାରୀ ଦଳ ତାକୁ ଯାହା ଯେମିତି କରି ବଞ୍ଚାଇଦେଇଥିଲେ । ପରେ ଏହାକୁ ବନବିଭାଗକୁ…

FIFA World Cup 2026 qualifiers Round 2: ଡିଫେଣ୍ଡିଂ ଚାମ୍ପିଅନ୍ କତାର, କୁଏତ ସହିତ ଗ୍ରୁପ୍- ଏ ରେ ଭାରତ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡ ପାଇଁ ଡ୍ର ଘୋଷଣା ହୋଇଛି । ଏହି ରାଉଣ୍ଡରେ ଏସିଆର ୩୬ ଟି ଟିମ୍ ଖେଳିବାକୁ ଥିବା ବେଳେ ଗ୍ରୁପ୍-ଏ ରେ ଭାରତ ସ୍ଥାନ ପାଇଛି । ଭାରତ ସହିତ…

ଗୋଡ ବଦଳରେ ପେଟ କରିଦେଲେ ଅପରେସନ : ହସ୍ପିଟାଲ ହେଲା ସିଲ୍‌

ଲଖମିପୁର : ଉତ୍ତରପ୍ରଦେଶର ଲଖମିପୁରରୁ ଖିରୀରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଗୋଡ ଅପରେସନ ହେବା ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ବେଳେ, ଡାକ୍ତର ବ୍ୟକ୍ତିଙ୍କର ପେଟ ଅପରେସନ…

ହାୟର ଏଜୁକେସନ୍ ଉପରେ ମହଙ୍ଗା ମାଡ଼: ୨୦ ବର୍ଷରେ ୮ ଗୁଣ ବଢ଼ିଲା MBAର ଫିସ୍, ଏବେ ଖର୍ଚ୍ଚ କରିବାକୁ ପଡ଼ିବ ୨୪ ଲକ୍ଷ

ନୂଆଦିଲ୍ଲୀ: ଗୋଟିଏ ପଟେ ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ର କିମ୍ବା ଶିଳ୍ପରେ କାର୍ଯ୍ୟରତ ବୃତ୍ତିଗତଙ୍କ ଚାହିଦା ହ୍ରାସ ପାଉଛି ଓ ପ୍ରତିଯୋଗିତା ଅଧିକ ବଢ଼ୁଥିବା ବେଳେ ଅନ୍ୟପଟରେ ଭଲ ଅନୁଷ୍ଠାନଗୁଡ଼ିକର ବୃତ୍ତିଗତ ପାଠ୍ୟକ୍ରମ…