fbpx
Browsing Category

Breaking News

(Video) ଭାରତ ପାଇଁ ୱେଷ୍ଟଇଣ୍ଡିଜ ସିରିଜ କାହିଁକି ଗୁରୁତ୍ୱପୁର୍ଣ୍ଣ? କ୍ୟାପଟେନ ରୋହିତ ଶର୍ମା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଟେଷ୍ଟ ସିରିଜ ଜିତିବା ପରେ ୱାନ ଡେ’ ସିରିଜ ପାଇଁ ପ୍ରସ୍ତୁତ ଅଛନ୍ତି । ସିରିଜର ପ୍ରଥମ ମୁକାବିଲା ୨୭ ଜୁଲାଇରେ ବାରବାଡୋସର କେସିଙ୍ଗଟନରେ ଖେଳାଯିବ । ଏହାରି ମଧ୍ୟରେ ଭାରତୀୟ…

ଟ୍ରାନ୍ସଜେଣ୍ଡରଙ୍କ ଲାଗି ପୃଥକ ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ବଡ଼ ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରଙ୍କ ସଂରକ୍ଷଣ ସମ୍ପର୍କରେ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ତାଙ୍କର ପକ୍ଷ ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ ଟ୍ରାନ୍ସଜେଣ୍ଡରଙ୍କୁ ସଂରକ୍ଷଣର ଲାଭ ସେତେବେଳେ…

ଜାତୀୟ ଟିଭିରେ କ୍ଷମତା ଦଖଲ ଘୋଷଣା କଲା ନାଇଜେରିଆ ସେନା, ମାଟିରେ ମିଶିଲା ସମ୍ବିଧାନ

ନୂଆଦିଲ୍ଲୀ: ପୁଣି ନାଇଜେରିଆରେ ନିର୍ବାଚିତ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିଛି ସେନା । ବୁଧବାର ଜାତୀୟ ଟିଭିରେ ଖୋଲା ଖୋଲି ଭାବେ ସେନା ଏହି ଘୋଷଣା କରିବା ସହିତ ଦେଶର ସମ୍ବିଧାନକୁ ହଟାଇ ଦେଇଛି । ରାଷ୍ଟ୍ରପତି…

ଅକ୍ଷୟ କୁମାରଙ୍କ ‘OMG-2’କୁ ଝଟକା: ୨୦ଟି ଦୃଶ୍ୟ କାଟିବା ଲାଗି ପରାମର୍ଶ ଦେଲା ସମୀକ୍ଷା କମିଟି

ନୂଆଦିଲ୍ଲୀ:ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଓ ମାଇଁ ଗଡ-୨କୁ ନେଇ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସେନ୍ସର ବୋର୍ଡର ଅନୁସନ୍ଧାନ କମିଟି ଏହି ଚଳଚିତ୍ରକୁ ସମୀକ୍ଷା କମିଟିକୁ…

ଆଜି କୃଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ଉପହାର: ୯କୋଟି ଖାତାରେ ପଠାଇବେ ଦୁଇ-ଦୁଇ ହଜାର ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯କୋଟି କୃଷକଙ୍କ ଖାତାରେ ଦୁଇ-ଦୁଇ ହଜାର ଟଙ୍କାର କିସାନ ସମ୍ମାନ ନିଧି ପଠାଇବେ । ଏଥି ସହ ସାରା ଦେଶର ସମସ୍ତ କୃଷକଙ୍କୁ ବାର୍ତ୍ତା ପଠାଇବା ପାଇଁ ମଧ୍ୟ ପ୍ରସ୍ତୁତ…

ଭାରତ ଉପରେ କାର୍ଗିଲ ଯୁଦ୍ଧ ଲଦି ଦିଆଯାଇଥିଲା, ପାକିସ୍ତାନ ଆମ ପିଠିରେ ଆଘାତ କରିଥିଲା: ରାଜନାଥ ସିଂ

ନୂଆଦିଲ୍ଲୀ: ବୁଧବାର ଥିଲା କାର୍ଗିଲ ବିଜୟ ଦିବସ । ଏହି ଉପଲକ୍ଷେ ଭାରତ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଅମର ଯବାନଙ୍କୁ ଦେଶ ଜଣାଇଛି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଆଜକୁ ୨୪ବର୍ଷ ତଳେ ପାକ୍ ସେନାକୁ ଭାରତୀୟ ସେନା…

ବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା: ବେନାମୀ ସମ୍ପତ୍ତିର ସୂଚନାଦାତାଙ୍କୁ ମିଳିବ ୧କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ…

ଭୁବନେଶ୍ୱର: ବେନାମୀ ସମ୍ପତ୍ତି କାରବାରକୁ ରୋକିବା ପାଇଁ ଭାରତ ସରକାରଙ୍କ ଆୟକର ବିଭାଗ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏପରି ବେନାମୀ ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା ତଥା ବେନାମୀ…

ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ, ସଂପନ୍ନ ହେଲାନି ବନକଲାଗି ନୀତି

ପୁରୀ: ପ୍ରଶାସନ ନିଯୋଗ ମଧ୍ୟରେ ବିବାଦ ମଝିରେ ଫସିଲେ ମହାପ୍ରଭୁ ଜଗନ୍ନାଥ। ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ। ଆଜି ବି ଶ୍ରୀମନ୍ଦିରରେ ସଂପନ୍ନ ହେଲାନି ବନକଲାଗି…

ଗଠନ ହେଲା ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ, ବୋର୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଦୀପାଳି ଦାସ ସାମିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡରେ…

ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶୀର୍ଷ-୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ପ୍ରଦର୍ଶନୀ ସମ୍ମିଳନୀ କେନ୍ଦ୍ର କମ୍ପେ୍ଲକ୍ସକୁ ସମଗ୍ର ଦେଶ ପାଇଁ ସର୍ମିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି…