Browsing Category

Breaking News

ସହାୟ ହେଲେ ଈଶ୍ୱର: ଗଭୀର ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଶିଶୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ରଖେ ହରି ମାରେ କିଏ, ମାରେ ହରି ରଖେ କିଏ । ବିହାରର ୪୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିବା ୩ ବର୍ଷର ଶିଶୁ ନୂଆ ଜୀବନ ଜୀବନ ପାଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ, ରେସକ୍ୟୁ…

ଆପଣଙ୍କ ଛୁଆର ଦାନ୍ତ ଉଠୁଛି କି ? ଶୀଘ୍ର କରନ୍ତୁ ଏହି କାମ, ଦାନ୍ତ ଉଠିବା ବେଳେ ହେଉଥିବା ଯନ୍ତ୍ରଣାରୁ ମିଳିବ ମୁକ୍ତି

ଭୁବନେଶ୍ୱର: ଯେତେବେଳେ ଛୋଟ ଛୁଆମାନଙ୍କର ପ୍ରଥମ କରି ଦାନ୍ତ ଉଠେ ସେତେବେଳେ ସେମାନଙ୍କୁ ବହୁତ କଷ୍ଟ ହୋଇଥାଏ । ଏହି କାରଣରୁ ଛୁଆମାନେ ବାରମ୍ବାର କାନ୍ଦିଥାନ୍ତି । ଛୁଆମାନଙ୍କର ଏହି ଯନ୍ତ୍ରଣା ଦେଖି ପିତାମାତାମାନେ…

ଆମେରିକାରୁ ବ୍ୟାପିଯିବ କରୋନା ପରି ମହାମାରୀ! ମିଳିଲା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପୁଥିବା ଭାଇରସ୍, ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଦାବି କରିଛି ଯେ, ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ । ଯଦିଓ ଆମେରିକୀୟମାନେ ଭାବନ୍ତି ଯେ ଆମେରିକାରେ…

ହାତରେଖା ଦେଖାଇବା ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ନଚେତ ଭୁଲ ହୋଇପାରେ ଭବିଷ୍ୟବାଣୀ

ଭୁବନେଶ୍ୱର: ଅନେକ ଲୋକ ନିଜ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଜାଣିବା ପାଇଁ ଜ୍ୟୋତିଷମାନଙ୍କୁ ହାତ ଦେଖାଇଥାନ୍ତି । ବିଶ୍ୱାସ ରହିଛି ଯେ ହାତରେଖାରୁ ଭବିଷ୍ୟତ ବିଷୟରେ ସୂଚନା ମିଳେ ଏବଂ ହାତରେଖା ଦେଖାଇବା…

(Video) ବୋରୱେଲ ଭିତରେ ମରଣ ସହ ସଂଘର୍ଷ କରୁଛି ୩ ବର୍ଷର ଶିଶୁ: ଜାରି ରହିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ: ପୁଣି ଥରେ କାଳ ସାଜିଛି ଖୋଲା ବୋରୱେଲ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଖୋଲା ବୋରକେଲରେ ପଡ଼ି ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ବିହାରରେ ଗୋଟିଏ…

ପୋଖରୀ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ପାଣିରେ ବୁଡ଼ି ୧୭ ଜଣଙ୍କ ମୃତ୍ୟୁ, ୩୫ ଜଣ ଆହତ

ନୂଆଦିଲ୍ଲୀ: ଅଚାନକ ଦୁର୍ଘଟଣା ଘଟିବା ମଣିଷ ପାଇଁ ଏକ ଶନିଗ୍ରହ ସଦୃଶ ହୋଇଯାଇଥାଏ । ହସଖୁସିରେ ଯାତ୍ରା କରୁଥିବା ମଣିଷଟି ନିମିଷକ ମଧ୍ୟରେ ଅଘଟଣର ଶିକାର ହୋଇଥାଏ ଓ ପରିସ୍ଥିତି ବିଗିଡ଼ିଲେ ଶେଷ ନିଃଶ୍ୱାସ ମଧ୍ୟ ତ୍ୟାଗ…

ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା; ପ୍ରବଳ ବର୍ଷା ହେବାନେଇ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ତତ୍‍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗେ।।ପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ…

OSSC ପକ୍ଷରୁ କମ୍ବାଇନ୍‍ ହାୟର ସେକେଣ୍ଡାରୀ ଲେଭଲ ପରୀକ୍ଷା ପାଇଁ ବିଜ୍ଞପ୍ତି , ପୂରଣ ହେବ ୩୫୪ଟି ପଦବୀ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ କମିଶନ ପକ୍ଷରୁ କମ୍ବାଇନ୍‍ ହାୟର ସେକେଣ୍ଡାରୀ ଲେଭଲ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା…

ବୟନଶିଳ୍ପକୁ ନୂଆ ପରିଚୟ ଦେବେ ରାଜ୍ୟ ସରକାର: ୨୫ଟି ରାଜ୍ୟରେ ଉପଲବ୍ଧ ହେବ ଓଡ଼ିଶାର ହସ୍ତତନ୍ତ, ବୁଣାକାରଙ୍କୁ ମିଳିବ ବଡ଼ ବଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବିକାଶ ଦିଗରେ ଆଗେଇ ନେବା ସହିତ ରାଜ୍ୟର ଉତ୍ପାଦିତ ବିଭିନ୍ନ ପ୍ରକାର ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି ।…

ଗୋଷ୍ଠୀ ବେତାରକେନ୍ଦ୍ରଗୁଡ଼ିକ ଜନଭାଗୀଦାରି ଓ ଜନଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ: କେନ୍ଦ୍ରମନ୍ତ୍ରୀ ଅନୁରାଗ

ନୂଆଦିଲ୍ଲୀ : ଆଜି ଜାତୀୟ ପ୍ରସାରଣ ଦିବସ । ଏହି ଅବସରରେ ନୂଆଦିଲ୍ଲୀରରେ ଆଞ୍ଚଳିକ ଗୋଷ୍ଠୀ ବେତାର କେନ୍ଦ୍ର ସମ୍ମିଳନୀକୁ ଉଦ୍‍ଘାଟନ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଗୋଷ୍ଠୀ…