Browsing Category

Breaking News

ବଦ୍ରୀନାଥ ହାଇୱେରେ ପାହାଡ଼ରୁ ଖସିଲା ଭାରୀ ମାଟିପଥର, ଅଳ୍ପକେ ବର୍ତ୍ତିଲେ ଲୋକେ: ଯାତାୟାତ ବନ୍ଦ, ଆଜି ପାଇଁ ରେଡ୍ ଆଲର୍ଟ

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବଦ୍ରୀନାଥ ଜାତୀୟ ରାଜପଥରେ ଆଜି ସକାଳେ ଏକ ବଡ଼ ଧରଣର ପାହାଡ଼ ଧସିବା ଘଟଣା ଘଟିଛି। ପିପାଲକୋଟି ନିକଟସ୍ଥ ଭାନେରପାଣି ଅଞ୍ଚଳରେ ପାହାଡ଼ରୁ ଖସି ଆସିଥିବା ଭାରୀ ମାଟିପଥର ଓ…

ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ପରସ୍ପର ସହିତ ଧକ୍କା

କେନ୍ଦୁଝର: ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ଧକ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ରାମଚନ୍ଦ୍ରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା। ଏହି…

ଘରେ ବସି ଓଭରଟାଇମ ଉପରେ ଇନଫୋସିସ୍‌ର ସ୍ୱାସ୍ଥ୍ୟ ଚେତାବନୀ: କର୍ମଚାରୀଙ୍କ କାମର ସମୟ ଉପରେ କମ୍ପାନୀର ନଜର

ବେଙ୍ଗାଲୁରୁ: ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍‌ ତା’ର କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଘରୁ କାମ କରୁଥିବା କର୍ମଚାରୀମାନଙ୍କ ଓଭରଟାଇମ ଏବଂ ଅତ୍ୟଧିକ କାମର ସମୟ…

ମଦ ପିଇ ଯୁବକଙ୍କୁ ପିଟି ପିଟି ମାରିଦେଲେ

ଗଞ୍ଜାମ: ମଣିଷ ଭୁଲିଗଲା ମଣିଷ ପଣିଆ। ମଦ ପିଇ ପିଟି ପିଟି ମାରିଦେଲେ ଯୁବକଙ୍କୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁରେ। ମଦ୍ୟପାନ କରି ପରସ୍ପର ମଧ୍ୟରେ…

ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସରୁ ମିଳିବ କୋଟି କୋଟି ଟଙ୍କାର ଦରମା, ଲାଭରୁ କମିଶନ ସହ ଅନେକ ସୁବିଧା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL) ରେ ମୁକେଶ ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କୁ ଏକ୍ସିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। କମ୍ପାନୀ ସୂତ୍ରରୁ ଜଣାପଡ଼ିଛି ଯେ ଅନନ୍ତଙ୍କୁ…

ପ୍ରେମ ଜାଲରେ ଫସି ଇଞ୍ଜିନିୟର ହରାଇଲେ ୭୯.୩ ଲକ୍ଷ ଟଙ୍କା, ମ୍ୟାଟ୍ରିମୋନିଆଲ ସାଇଟରେ ମିଳିଥିବା ଯୁବତୀ କଲେ ଠକେଇ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ସଫ୍ଟୱେର ଇଞ୍ଜିନିୟର ସାଇବର ଠକେଇର ଶିକାର ହୋଇ ୭୯.୩ ଲକ୍ଷ ଟଙ୍କା ହରାଇଛନ୍ତି। ଏକ ମ୍ୟାଟ୍ରିମୋନିଆଲ ସାଇଟରେ ଜଣେ ଯୁବତୀଙ୍କ ସହ ପରିଚୟ ପରେ ସେ ପ୍ରେମ ଜାଲରେ…

ଦୁଇଟି ବିମାନ ମଧ୍ୟରେ ଧକ୍କା, ବର୍ତ୍ତିଗଲେ ଯାତ୍ରୀ; ଭିଡିଓ ଦେଖି ଆତଙ୍କିତ ଲୋକେ

ହାନୋଇ (ଭିଏତନାମ): ଭିଏତନାମର ରାଜଧାନୀ ହାନୋଇର ନୋଇ ବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଓ ଭୟଙ୍କର ଘଟଣା ଘଟିଛି। ଭିଏତନାମ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୮୭ ବିମାନ ଟେକ୍‌ଅଫ୍ ପାଇଁ ଟ୍ୟାକ୍ସି…

କାଲି ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ, ଜିଲ୍ଲାପାଳଙ୍କ ଘୋଷଣା

ଭୁବନେଶ୍ବର: କାଲି ଅର୍ଥାତ୍ ସୋମବାର ଦିନ ମୟୂରଭଞ୍ଜରେ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି । ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ନେଇ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି । ମୟୂରଭଞ୍ଜରେ ସ୍କୁଲ ଛୁଟି-…

Big Breaking: ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା, ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ…

ଓ୍ବେଟିଂ ଟିକେଟ ଥିବା ଯାତ୍ରୀଙ୍କୁ ଆଶ୍ବସ୍ତି, ଏଣିକି 8 ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ଟ୍ରେନର ଚାର୍ଟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚାର୍ଟିଂ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଚାର୍ଟ ପ୍ରସ୍ତୁତ କରିବା ପାଇଁ ସମୟ ବୃଦ୍ଧି କରି ରେଳବାଇ ଓ୍ବେଟିଂରେ ଥିବା ଟିକେଟଧାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ଏବେ ଟ୍ରେନ୍…