
Browsing Category
Breaking News
ଏଲ୍ପିଜି ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ କେତେ କମିବ ଓ କେବେ ହେବ ଘୋଷଣା
ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତର ଜନତା ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଆଗାମୀ କିଛି ମାସ ଭିତରେ ବହୁ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର…
(Video) ‘AI Anchor’ କରିବେ ସ୍ୱାଗତ, ‘Ask Gita’ ରୁ ମିଳିବ ସବୁ ପ୍ରଶ୍ନର ଉତ୍ତର: ‘Digital…
ନୂଆଦିଲ୍ଲୀ: ସପିଙ୍ଗ ମଲ ଭିତରକୁ ପଶିଲେ ଦୈନନ୍ଦିନ ବ୍ୟବହାର କରାଯାଉଥିବା ପ୍ରତ୍ୟେକଟି ଜିନିଷ ଦେଖିବାକୁ ମିଳିଯାଏ । ସେହିଭଳି ଡିଜିଟାଲ ୱାର୍ଲ୍ଡ ମଧ୍ୟ ଗୋଟିଲ କ୍ଲିକରେ ସମସ୍ତ ଆବଶ୍ୟକୀୟ ସେବା ସହ ଯୋଡ଼ି ହୋଇ ରହିଥାଏ…
(Video) ଗ୍ଲେନ୍ ମ୍ୟାକଗ୍ରାଥଙ୍କୁ ଆକ୍ରମଣ କଲା ଅଜଗର: ବଡ଼ ବିପଦରୁ ବଞ୍ଚିଗଲେ ମହାନ୍ କ୍ରିକେଟର
ନୂଆଦିଲ୍ଲୀ: ସାପର ନାଁ ଶୁଣିଲେ ସମସ୍ତଙ୍କ ଦେହରେ ଏକ ଭୟର ଶିହରଣ ଖେଳିଯାଏ । ବିଷାକ୍ତ ସାପ ଆକ୍ରମଣରେ ଅନେକ ସମୟରେ କିଛି ଲୋକଙ୍କର ପ୍ରାଣ ଚାଲିଯାଇଥାଏ । ତେବେ ନିକଟରେ ମହାନ୍ କ୍ରିକେଟର ତଥା ଅଷ୍ଟ୍ରେଲିଆର ପୂର୍ବତନ…
ପ୍ରେମିକାଙ୍କ ପସନ୍ଦରେ ମଗାଇଥିଲେ ମସରୁମ ସୁପ୍ , କିନ୍ତୁ ଖାଇବା ସମୟରେ ସେଥିରୁ ଯାହା ବାହାରିଲା ଜାଣିଲେ ଆପଣଙ୍କର ବି ହୋସ୍ ଉଡିଯିବ
ନୂଆଦିଲ୍ଲୀ: ଆପଣଙ୍କର ଯଦି କିଛି ମନ ପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା ହେଲା ତେବେ ଆପଣ ତାହା ନିଶ୍ଚୟ କୌଣସି ଏକ ଭଲ ରେଷ୍ଟୁରାଣ୍ଟରୁ ଅର୍ଡର କରିବେ । ଏବେ ତ ବହୁ ଡେଲିଭରୀ କମ୍ପାନୀ ଆପଣଙ୍କ ପସନ୍ଦର ଖାଦ୍ୟ ବହୁ ଶୀଘ୍ର…
ଜି-୨୦ ଅତିଥିଙ୍କ ୱାଲେଟକୁ ଯିବ ୧୦୦୦ଟଙ୍କା, UPIର ଉପଯୋଗ କରି ଷ୍ଟଲରୁ କିଣିବେ ଭାରତୀୟ ସାମଗ୍ରୀ
ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ବିଶ୍ୱ ନେତାମାନଙ୍କର ଦିଲ୍ଲୀକୁ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ସମସ୍ତ ଅତିଥି ଦିଲ୍ଲୀରେ ପହଞ୍ଚିଯିବେ । ସମସ୍ତ…
(Video) ସ୍ୱାଗତମ୍ ଅତିଥି… ଭାରତ ମାଟିରେ ବିଶ୍ୱର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ: ଐତିହାସିକ ମୁହୂର୍ତ୍ତର ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିପାଇଁ ଆଜି ବିଭିନ୍ନ ରାଷ୍ଟ୍ରମୁଖ୍ୟ ଆଜି ଭାରତରେ ପଦାର୍ପଣ କରୁଛନ୍ତି । ତେବେ ପୃଥିବୀର ବିଭିନ୍ନ ଦେଶରୁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କ ଭବ୍ୟ ସ୍ୱାଗତ…
ଘୋସି ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ: ଉତ୍ତରପ୍ରଦେଶରେ ବିଜେପିକୁ ବଡ଼ ଝଟକା
ନୂଆଦିଲ୍ଲୀ: ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତ୍ରିପୁରାର ବୋକ୍ସାନଗର ଓ ଧନପୁର ଆସନ ଏବଂ ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ବିଜେପି ହାସଲ କରିଥିବା ବେଳେ ପଶ୍ଚିମବଙ୍ଗର…
(Video) ଜୟ ସିୟା ରାମ୍… ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ନିଆରା ସ୍ୱାଗତ: G-20 ସମ୍ମିଳନୀର ବିଶେଷ ଅତିଥି ଋଷି ସୁନକ
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଆଜି ରାଜଧାନୀ ଦିଲ୍ଲୀରେ ପହଞ୍ଚୁଛନ୍ତି । ବିମାନବନ୍ଦରରେ ସେମାନଙ୍କ ଭବ୍ୟ ସ୍ୱାଗତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ମଧ୍ୟ କରାଯାଇଛି । ତେବେ ଏହା ମଧ୍ୟରେ…
ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ରାହୁଲ ଗାନ୍ଧୀ କଲେ ସମର୍ଥନ, କହିଲେ ମୋତେ ଲାଗୁଛି ସବୁ ବିରୋଧୀ ନେତା ବି ସହମତ ହେବେ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବେ ୟୁରୋପ ଗସ୍ତରେ ଅଛନ୍ତି । ଏହି କ୍ରମରେ ବେଲଜିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବା ସମୟରେ ରାହୁଲ ମୋଦୀ ସରକାରଙ୍କ ଏକ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି…
ତ୍ରିପୁରା ଓ ଉତ୍ତରାଖଣ୍ଡରେ BJPର ବାଜିମାତ: ପଶ୍ଚିମବଙ୍ଗରେ TMC ବିଜୟୀ
ନୂଆଦିଲ୍ଲୀ: ଆଜି ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନର ଉପନିର୍ବାଚନର ଭୋଟ ଗଣତି ଚାଲିଛି । ଏହା ମଧ୍ୟରେ କିଛି ରାଜ୍ୟର ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ମୋଟ ୭ଟି ସିଟ୍ ମଧ୍ୟରୁ ବିଜେପି ୩ଟି…