fbpx
BJD SKY
BJD SKY
Browsing Category

Breaking News

ଇତିହାସ ରଚିଲେ ଜାଡେଜା: ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍, ଫଲୋଅନ୍ ପରେ ମ୍ୟାଚ ବଞ୍ଚାଇବାକୁ ସିଂହଳିର ସଂଘର୍ଷ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ହେଉଛି ତୃତୀୟ ଦିବସ । ପୂର୍ବରୁ ଭାରତ ବ୍ୟାଟିଂରେ ମଜବୁତ ସ୍ଥିତିରେ ରହିଥିବା ଆଜି ପୁଣି ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିଛି । ଶ୍ରୀଲଙ୍କା ତା’ର ପ୍ରଥମ…

ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କଲା AAP, ଜାଣନ୍ତୁ କିଏ ଲଢ଼ିବେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଭୁବନେଶ୍ୱର ପାଇଁ କଂଗ୍ରେସ ଓ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା…

ଝଡ଼ ନାହିଁ କି ବର୍ଷା ନାହିଁ: ହଠାତ୍ ତଳକୁ ଖସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିମାନ, ତଦନ୍ତ କରିବ DGCA

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ ଖସିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକତାରେ ବିମାନଟି ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ଖସିପଡ଼ିଥିଲା । ତେବେ…

‘କଚ୍ଚା ବାଦାମ’ ଗାୟକ ଭୁବନଙ୍କ ନୂଆ ଗୀତ ଭାଇରାଲ, ଦେଖନ୍ତୁ Video

ନୂଆଦିଲ୍ଲୀ: ‘କଚ୍ଚା ବାଦାମ' ଗାୟକ ଭୁବନ ବାଡ୍ୟାକର ନିଜର ନୂଆ ଗୀତ ରିଲିଜ କରିଛନ୍ତି । ଏହି ଗୀତଟିକୁ ମଧ୍ୟ ଅନେକ ଲୋକ ପସନ୍ଦ କରିଛନ୍ତି, ଯାହାକି ପ୍ରଥମରୁ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକାଂଶ ଲୋକ…

ଅସମ୍ଭାଳ ହେଲାଣି ନିଜ ଦେଶରେ ପୁଟିନଙ୍କୁ ବିରୋଧ: ଯୁଦ୍ଧରେ ମୃତ ଓ ଆହତ ଯବାନଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କଲେ ରୁଷ୍ ସରକାର

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ଏଗାର ଦିନରେ ପହଞ୍ଚିଛି । ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ବି ଟାଣି ନେଇଥିଲା । ତେବେ ଆସନ୍ତାକାଲି ବେଲାରୁସରେ ଦୁଇଦେଶର ପ୍ରତିନିଧି…

ରୁଷ ସହିତ ଆପଣଙ୍କ ଭଲ ସମ୍ପର୍କ, ଯୁଦ୍ଧ ରୋକିବାକୁ କୁହନ୍ତୁ: ଭାରତ ସରକାରଙ୍କୁ ୟୁକ୍ରେନର ଅପିଲ୍

କିଭ୍‌: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା ୟୁକ୍ରେନର…

କଟକର ମେୟର ପ୍ରାର୍ଥୀ ଭାବେ ଏହି ଅଭିନେତାଙ୍କୁ ବାଛିଲା ବିଜେପି, ଜାଣନ୍ତୁ କିଏ?

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । କଂଗ୍ରେସ ଓ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ବିଜେପି କରିଛି…

ବସ୍ ଆଗରେ ଷଣ୍ଟ୍ ଦେଖାଇବା ପଡିଲା ମହଙ୍ଗା: ଓଲଟି ପଡିଲା କାର୍, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ଆପଣ ବି ମୁଣ୍ଡରେ ହାତ ଦେବେ । ସେହିପରି ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି…

ଶସ୍ତା ଫୋନ୍ କିଣିବାକୁ ଚାହୁଁଛନ୍ତି କି? ମାର୍ଚ୍ଚ ୭ରେ ଆସୁଛି Realmeର ନୂଆ ଡିଭାଇସ୍, ଦିଲ୍ ଖୁସ୍ କରିଦେବ ଫିଚର୍ସ

ନୂଆଦିଲ୍ଲୀ: Realme ଭାରତୀୟ ବଜାରରେ ନିଜର C-ସିରିଜ୍ ର ନୂଆ ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି । ଏହାର ନାମ Realme ସି୩୫ ହେବ । ଖାସ୍ କଥା ହେଉଛି ଏହି ଫୋନ୍ କୁ ଖୁବ୍ କମ୍ ଦାମ୍ ରେ ଲଞ୍ଚ୍ କରାଯାଉଛି । ଫୋନ୍ ଟି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…