Browsing Category

Breaking News

ତିନିଗୁଣା ବୃଦ୍ଧି ପାଇବ ବିଶ୍ୱର ତାପମାତ୍ରା: ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ

ନୂଆଦିଲ୍ଲୀ: ଆଗାମୀ କିଛି ଦଶନ୍ଧି ମଧ୍ୟରେ ବିଶ୍ୱର ଅଧିକାଂଶ ଭାଗରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ତିନିଗୁଣ ବୃଦ୍ଧିପାଇବ । ଫଳରେ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ଅଧିକ ଖରାପ ହୋଇପଡ଼ିବ ବୋଲି ନିକଟରେ…

ବର୍ଷକରେ ୮.୨% ବଢ଼ିଛି ଋଣ ବୋଝ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ

ନୂଆଦିଲ୍ଳୀ: ଭାରତ ଋଣବୋଝରେ ବୁଡ଼ିଛି । କେନ୍ଦ୍ର ସରକାର ଯେତେ ଯାହା ସଫେଇ ଦେଲେ ମଧ୍ୟ ଋଣବୋଝ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି, ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର…

ସାବଧାନ୍! ରାଜ୍ୟରେ ଆଜିଠୁ ଅବିଶ୍ରାନ୍ତ ବର୍ଷା, ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଶ୍ କିଛି ଦିନ ରାଜ୍ୟରେ ସୂର୍ଯ୍ୟଙ୍କ କୋପ ଦେଖିବାକୁ ମିଳିବା ପରେ ଏବେ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି…

ଏସିଆ କପ୍: ଶ୍ରୀଲଙ୍କାଠୁ ହାରି ବିଦାୟ ପଥରେ ଭାରତ

ୟୁଏଇ: ଏସିଆ କପ୍ ସୁପର ଫୋରର ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲ ପାଇଁ ନିଜର ଦାବିକୁ ମଜବୁତ କରିଥିବାବେଳେ ଫାଇନାଲ ପାଇଁ ରାସ୍ତା ଭାରତ…

ହାର୍ଟ ଆଟାକରେ ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ

ଭୁବନେଶ୍ୱର: ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ । ମୃତ୍ୟ ବେଳେ ତାଙ୍କ ୩୨ ବର୍ଷ ହେଉଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁର୍ବରୁ ସେ କୌଣସି ଅଜଣା ରୋଗରେ…

ଘଟିଲା ଅପେକ୍ଷାର ଅନ୍ତ: ଆସନ୍ତା ୨୮ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଘୋଷଣା କରିବ ବର୍ଦ୍ଧିତ DA!

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା ହେବାକୁ ଯାଉଛି । ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ…

ସପ୍ତାହକୁ ୩ରୁ ୪ ଥର ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ Prostate Cancer ଆଶଙ୍କା ହ୍ରାସ ପାଇଥାଏ: Research

ନୂଆଦିଲ୍ଲୀ: କ୍ୟାନସର ଆଜି ସାରା ବିଶ୍ୱରେ ଏକ ଘାତକ ରୋଗ ଭାବେ ସାବ୍ୟସ୍ତ ହୋଇଛି । ଉଭୟ ପୁରୁଷ ଓ ମହିଳା ଏହାର ଶିକାର ପାଲଟୁଥିବା ବେଳେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଏହା ସଂକ୍ରମିତ କରିଥାଏ । ତେବେ ନିକଟରେ…

ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: NMC ଜାରି କଲା ନୋଟିଫିକେସନ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଫସି ରହିଥିଲେ । ପରବର୍ତ୍ତୀ ସମୟରେ ଅନେକ ମେଡିକାଲ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଏହା…

ଗାଡ଼ିର ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ଅଚାନକ ମୃତ୍ୟୁ ପରେ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଗାଡ଼ିରେ ଯାତ୍ରା କରୁଥିବା ପ୍ରତ୍ୟେକ…

ଲାଜ ବଞ୍ଚାଇଦେଲେ ରୋହିତ ଶର୍ମା: ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ର ସୁପର-୪ ମ୍ୟାଚରେ ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ୭୨ ରନର ପାଳି ଫଳରେ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଛି ଦଳ । ୪୧ ବଲରୁ ୭୨…