fbpx
Browsing Category

Breaking News

ବାପା ଗିଫ୍ଟରେ ଦେଲେ ସ୍କୁଟି, କିନ୍ତୁ ଚଲାଇପାରୁନି ଝିଅ; ନମ୍ବର ପ୍ଲେଟରେ ରହିଛି SEX…

ନୂଆଦିଲ୍ଲୀ: କୌଣସି ଗାଡ଼ିର ନମ୍ବର ପ୍ଲେଟ୍ ହେଉଛି ଏପରି ଏକ ଜିନିଷ ଯାହାକୁ ଆମେ ତୁରନ୍ତ ଲକ୍ଷ୍ୟ କରିଥାଉ । ସାଧାରଣତଃ କିଛି ନମ୍ବର ଓ ଆଲ୍ଫାବେଟ୍ କୁ ନେଇ ଗାଡ଼ିର ନମ୍ବର ପ୍ଲେଟ୍ ତିଆରି ହୋଇଥାଏ । ତେବେ ସେଥିରେ ଥବବା…

ଖବରକାଗଜ ବିତରକଙ୍କୁ ମିଳିବ ଘର ଓ ସ୍ୱାସ୍ଥ୍ୟବୀମା, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଖବରକାଗଜ ବିତରକଙ୍କୁ ଘର ଓ ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢାଞ୍ଚାରେ ରାଜ୍ୟରେ ‘ଖବରକାଗଜ ବିତରକ କଲ୍ୟାଣ ବୋର୍ଡ’ ଗଠନ ହେବ । ବିତରକମାନଙ୍କୁ…

ଅପରାଜିତା ଓ ସଙ୍ଗୀତଙ୍କୁ ଅଣଦେଖା: ବିଜେପିର ୧୭ ଜଣିଆ କୋର୍ କମିଟିରେ ସ୍ଥାନ ପାଇଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୧୭ ଜଣିଆ ରାଜ୍ୟ କୋର କମିଟିରେ ଦୁଇଜଣ ବରିଷ୍ଠ ନେତ୍ରୀଙ୍କୁ ଅଣଦେଖା କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା…

ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ବିଚ୍ ରାସ୍ତାରେ ଖଣ୍ଡଯୁଦ୍ଧ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ହୋଇଛି ହଣାକଟା । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଡମଣା ଛକ ନିକଟରେ । ଜଣେ ଯୁବତୀଙ୍କୁ ଦୁଇ ଦୁଇ ପ୍ରେମିକଙ୍କୁ…

ଏଣିକି ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ ହେବ । ଫଳରେ ଏହା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ । ତେବେ ଏଥିପାଇଁ…

ଭାରତୀୟ ସେନାରେ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ମୋଟ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି । ୧୭ ଫେବୃଆରୀ, ୨୦୨୦ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ମହିଳା ସେନା ଅଧିକାରୀମାନଙ୍କୁ ଏହି…

କୋଭିଡ୍‌ ରୋଗୀଙ୍କ ମର ଶରୀରକୁ ବେଖାତିର, ଦେଢ଼ବର୍ଷ ହେବ ହସ୍ପିଟାଲରେ ପଡ଼ି ସଢୁଛି

ବେଙ୍ଗାଲୁରୁ: ଦୁଇ କୋଭିଡ୍‌ ରୋଗୀଙ୍କ ମର ଶରୀରକୁ ବେଖାତିର । ଗତ ଦେଢ଼ ବର୍ଷ ହେବ ହସ୍ପିଟାଲରେ ପଡ଼ିରହିଛି । ଏହି ଭଳି ଏକ ଉଦବେଗଜନକ ଘଟଣା ଦେଖିବାକଳୁ ମିଳିଛି ବେଙ୍ଗାଲୁରୁ‌ରେ । ୨ ଜଣ କୋଭିଡ୍‌ ରୋଗୀଙ୍କ ମର…

ଓମିକ୍ରନକୁ ନେଇ ବଢ଼ିଲା ଭୟ: ଆଫ୍ରିକୀ ଦେଶରୁ ୧୫ ଦିନ ଭିତରେ ମୁମ୍ବାଇ ଆସିଛନ୍ତି ୧୦୦୦ ଯାତ୍ରୀ

ମୁମ୍ବାଇ: ବିଶ୍ୱବ୍ୟାପୀ କରୋନାର ନୁତନ ଭାରିଆଣ୍ଟ ଓମିକ୍ରନ୍ କୁ ନେଇ ଭୟର ବାତାବରଣ ଛାଇ ଯାଇଛି । ଡେଲଟା ଭାରିଆଣ୍ଟ ଠାରୁ ଏହାକୁ ଅଧିକ ମାରାତ୍ମକ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏବେ ଏହି ଭୟ ଭିତରେ…

ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ

ପାରାଦୀପ (ଭାସ୍କର ନ୍ୟୁଜ୍‌): ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ପାରାଦୀପର ଗଭୀର ସମୁଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଓଡିଶା ପୋଲିସ୍‌,…