Browsing Category

Breaking News

ଫେସବୁକ୍ ଓ ଇନଷ୍ଟାଗ୍ରାମର ବଡ଼ ଆକ୍ସନ! ଭୁଲରେ ବି କରନ୍ତୁନି ଏପରି ପୋଷ୍ଟ, ନଚେତ୍ Ban ହୋଇଯିବ ଆକାଉଣ୍ଟ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯେମିତି ବଢ଼ିବାରେ ଲାଗିଛି, ସେହିଭଳି ଏହା ଉପରେ ପ୍ରତିବନ୍ଧକଗୁଡ଼ିକ ମଧ୍ୟ ଶକ୍ତ ହେବାରେ ଲାଗିଛି । ଅନେକ ସଙ୍ଗୀନ ଘଟଣାର ଭିଡିଓ ଓ ଫଟୋ ଉପରେ ନିଆଯାଉଛି କଡ଼ା ଆକ୍ସନ । ସେହିପରି ଫେସବୁକ୍…

ଏବେବି ରହିଛି ଅନ୍ଧବିଶ୍ୱାସ: ଚାମୁଣ୍ଡା ଦେବୀଙ୍କ ପାଖେ ଅଢେଇ ବର୍ଷର ଶିଶୁର ବଳି ଦେଲା ତାନ୍ତ୍ରିକ

ନୂଆଦିଲ୍ଲୀ: ଆଇନ ଅନୁସାରେ ବଳି ପ୍ରଥାକୁ ବନ୍ଦ କରାଯାଇଥିଲେ ମଧ୍ୟ କେତେକ ଅଞ୍ଚଳରେ ଆଜି ମଧ୍ୟ ବଳି ଦିଆଯାଉଥିବା ଦେଖିବାକୁ ମିଳୁଛି । ଅନ୍ଧବିଶ୍ୱାସ ଘେରରେ ରହି କିଛି ଲୋକ ଏହି ପ୍ରଥାକୁ ଛାଡ଼ି ପାରୁ ନାହାନ୍ତି । ଏପରି…

ଜେଲରେ ଭୟଙ୍କର ଅଗ୍ନିକାଣ୍ଡ: ୫୧ କଏଦୀ ଜୀବନ୍ତ ଦଗ୍ଧ, ୨୪ ଗୁରୁତର

ବୋଗୋଟା : ପଶ୍ଚିମ କଲମ୍ବିଆର ତୋଲୁଆ ସହରର ଏକ ଜେଲରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ମଙ୍ଗଳବାର ହୋଇଥିବା ଏହି ଅଗ୍ନିକାଣ୍ଡରେ ୫୧ଜଣ କଏଦୀ ଜୀବନ୍ତ ଦଗ୍ଧ ହେବା ସହ ୨୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।…

ଅଜବ! ଜନ୍ମଦିନରେ ନ ନାଚିବାରୁ ପ୍ରାଇଭେଟ ପାର୍ଟରେ ପୂରାଇଦେଲେ ଟର୍ଚ୍ଚ

ଗୋପାଳଗଞ୍ଜ: ବିହାରର ଗୋପାଳଗଞ୍ଜରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜନ୍ମଦିନ ଭୋଜିରେ ନାଚିବାକୁ ମନା କରିବାରୁ କିଛି ଦୁର୍ବୃତ୍ତ କ୍ରୁରତାର ସବୁ ସୀମା ଅତିକ୍ରମ କରିଛନ୍ତି । ତାଙ୍କୁ ମାଡ଼ ମାରିବା ସହ…

(Video) ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ(ଓଡ଼ିଶା ଭାସ୍କର): ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିନେଇ ପ୍ରସ୍ତୁତି ପର୍ବ ଜୋର୍ ଧରିଥିବା ବେଳେ ଆଜି ମହାପ୍ରଭୁଙ୍କ…

ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟରେ ଶିବସେନା; ଅପରାହ୍ନ ୫ ଟାରେ ଶୁଣାଣି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରଷ୍ଟ୍ର ରାଜନୀତିରେ ଏବେ ହଲଚଲ ବଢିଯାଇଛି। କାରଣ ରାଜ୍ୟପାଳ ଭଗତ ସିଂହ କୋଶିଆର ଆସନ୍ତାକାଲି ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ସରକାରଙ୍କୁ କହିଛନ୍ତି। ତେବେ ଆସନ୍ତା କାଲି ଫ୍ଲୋର୍…

ଷ୍ଟ୍ରୋକ୍-ହାର୍ଟ ଆଟାକର ମୁଖ୍ୟ କାରଣ ହେଉଛି ଖରାପ କୋଲେଷ୍ଟ୍ରୋଲ: ଏହାକୁ ଶରୀରରୁ ବାହାର କରିବାକୁ ଖାଆନ୍ତୁ ଏହି ଜିନିଷ

ଭୁବନେଶ୍ୱର: କିଛି ଜିନିଷ ଖାଇବା ଦ୍ୱାରା ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲ୍ ହ୍ରାସ ହେବା ପରିବର୍ତ୍ତେ ଆହୁରି ବଢ଼ିଯାଏ, ଯେଉଁ କାରଣରୁ ଷ୍ଟ୍ରୋକ ଏବଂ ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଧିକ ରହିଥାଏ । କେବଳ ଏତିକି…

ONGC ହେଲିକପ୍ଟର ଦୁର୍ଘଟଣା ମାମଲା: ଜଣେ ଓଡ଼ିଆ ମୃତ, ସ୍ତ୍ରୀ ୩ ମାସର ଗର୍ଭବତୀ

ଭୁବନେଶ୍ୱର: ଆରବ ସାଗରରେ ଓଏନଜିସି ହେଲିକପ୍ଟର ଦୁର୍ଘଟଣା ମାମଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଜିଓଲୋଜିଷ୍ଟ ସତ୍ୟମବଦା ପାତ୍ର…

ନିଶାନ୍ତ ମୃତ୍ୟୁ ଘଟଣା; ଭୀମଭୋଇ ମେଡିକାଲ କଲେଜ ପହଞ୍ଚିଲା NHRC ଟିମ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ଭୀମଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛନ୍ତି NHRC ଟିମ୍। ଜୁଲାଇରୁ ୧ ପର୍ଯନ୍ତ ୪ ଦିନ ଧରି କଲେଜରେ ତଦନ୍ତ କରିବ NHRC ଟିମ୍। ଗତ ଏପ୍ରିଲ ୨୨ରେ…

ଓଡ଼ିଶାରେ ହୁ ହୁ ହୋଇ ବଢ଼ୁଛି କରୋନା: ୨୪ ଘଣ୍ଟାରେ ୧୬୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…