Browsing Category
Breaking News
(ଭିଡିଓ ଦେଖନ୍ତୁ) ଆକାଶରୁ ଖସୁଛି ବିଶାଳକାୟ ସାପ, ଭୟରେ ଲୋକମାନେ ଏଣେତେଣେ ଦୌଡ଼ୁଛନ୍ତି
ନୂଆଦିଲ୍ଲୀ: ମଣିଷ ଓ ପଶୁଙ୍କ ମଧ୍ୟରେ ବହୁ ପୂରାତନ କାଳରୁ ସମ୍ପର୍କ ରହିଆସିଥିଲେ ହେଁ ଭୟଙ୍କର ପଶୁଙ୍କ ଠାରୁ ମଣିଷ ଦୂରେଇ ରହିଥାଏ । ଯଦି ଆମେ ସାପ କଥା କହିବା, ତେବେ ଯେ କେହି ବି ଛାନିଆ ହେବା ସ୍ୱାଭାବିକ ।…
ମେକ୍ସିକୋରେ ଡ୍ରଗ୍ କାର୍ଟଲ୍ସଙ୍କ ମଧ୍ୟରେ ରକ୍ତ ସଂଘର୍ଷ, ୧୦ ମୃତ; ହତ୍ୟା ପରେ ବ୍ରିଜରେ ଲଟକାଇଲେ ୯ ଶବ
ନୂଆଦିଲ୍ଲୀ: ମେକ୍ସିକୋରୁ ପୁଣିଥରେ ଡ୍ରଗ୍ସ କାର୍ଟଲ୍ସଙ୍କ ମଧ୍ୟରେ ରକ୍ତ ସଂଘର୍ଷର ଖବର ସାମ୍ନାକୁ ଆସିଛି । ଗୁରୁବାର ଦିନ ଜକାଟେକସ୍ ରୁ ୧୦ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଥିମଧ୍ୟରୁ ଜଣଙ୍କ ମୃତଦେହ ପୁଲ୍ ଦ୍ୱାରା…
୬୦ ହଜାର ସରକାରୀ ସାଧାରଣ ବୀମା କର୍ମଚାରୀଙ୍କ ପାଇଁ ଖୁସିଖବର, ଖୁବଶୀଘ୍ର ବଢ଼ିପାରେ ଦରମା
ନୂଆଦିଲ୍ଲୀ: ସରକାରୀ ସାଧାରଣ ବୀମା କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ ସାଧାରଣ ବୀମା କମ୍ପାନୀଗୁଡିକର ୬୦,୦୦୦ କର୍ମଚାରୀଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି ହୋଇପାରେ । ମିଡିଆ ରିପୋର୍ଟ ଅନୁସାରେ, ଅର୍ଥ…
ଡଙ୍ଗା ଗୋଟାଇବା ବେଳେ ୨ ଭଉଣୀଙ୍କ ସଲିଳ ସମାଧି
ଯୋର(ଓଡ଼ିଶା ଭାସ୍କର): ଯୋରରୁ ଡଙ୍ଗା ଗୋଟାଇବା ବେଳେ ୨ ଭଉଣୀଙ୍କ ସଲିଳ ସମାଧି । କେନ୍ଦ୍ରାପଡ଼ା ସଦର ଥାନା ଜଅଁରା ବାରିମୂଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର…
ଡାକ୍ତରଙ୍କୁ ଅପହରଣ ପରେ ହତ୍ୟା, ରାସ୍ତା ଉପରେ ଫୋପାଡ଼ିଲେ ମୃତଦେହ
କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନୀ ମାନେ କବଜା କରିବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଉତ୍ର ଆଫଗାନିସ୍ତାନରେ ଜଣେ ଜଣାଶୁଣା ଡାକ୍ତରଙ୍କୁ ଉଠାଇ ନେଇ ତାଙ୍କୁ ହତ୍ୟା କରିଦିଆଯାଇଥିବା ଜଣାପଡ଼ିଛି । ମହମ୍ମଦ…
ଟିମଏସି ନେତା ମହରମଙ୍କୁ ଘର ବାହାରେ ଗୁଳିକରି ହତ୍ୟା, ଜଣେ ଗିରଫ
କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣୀ ୨୪ ପରଗନା ଜିଲ୍ଲାରେ ତୃଣମୂଳ କଂଗ୍ରେସ ନେତା ମହରମ ଶେଖଙ୍କ ଘର ଆଗରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳି ଲାଗିବା ପରେ ଶେଖଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…
ଯୁବକଙ୍କ ଉପରେ ଏସିଡ୍ ଆଟାକ୍ କଲେ ମହିଳା, ଚାଲିଗଲା ଗୋଟେ ପଟ ଆଖିର ଦୃଷ୍ଟି ଶକ୍ତି; ହସ୍ପିଟାଲରେ ଭର୍ତ୍ତି
ଇଡୁକ୍କୀ: କେରଳରୁ ଏସିଡ୍ ଆକ୍ରମଣର ଖବର ସାମ୍ନାକୁ ଆସିଛି । ବିବାହ ପ୍ରସ୍ତାବକୁ ମନା କରିବାରୁ ମହିଳା ଜଣକ ଯୁବକଙ୍କ ଉପରେ ଏସିଡ୍ ଫୋପାଡ଼ି ଦେଇଛନ୍ତି । ଯୁବକଙ୍କ ଅବସ୍ଥା ଏବେ ଗୁରୁତର ଥିବା ବେଳେ ତାଙ୍କୁ…
ମୃତ ଘୋଷଣା କଲେ ଡାକ୍ତର; ୭ ଘଣ୍ଟା ଶବଗୃହରେ ଫ୍ରିଜରରେ ରହିବା ପରେ ଜୀଅନ୍ତା ମିଳିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ
ବରେଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କୁ ଶବଗୃହର ଫ୍ରିଜରେ ୭ ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା । କିନ୍ତୁ…
ଭାରତରେ ୬୦୦ରୁ ଅଧିକ ରହିଛି ଫେକ୍ ଲୋନ୍ ଆପ୍, ଠକେଇର ଶିକାର ହେବାପୂର୍ବରୁ ଏହିସବୁ କଥା ଉପରେ ଧ୍ୟାନ ରଖନ୍ତୁ
ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଲୋକମାନଙ୍କୁ ଲକଡାଉନ୍, ଦରମା କଟାଯିବା, ଛଟେଇ ଏପରି ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ିଲା । ଏଭଳି ପରିସ୍ଥିତିରେ ସାଧାରଣ ଓ ଗରିବ ଲୋକମାନେ ଖୁବ୍…
ଏଣିକି କୋଭିଡ୍ ଟିକାକରଣ ସାର୍ଟିଫିକେଟ ନଥିଲେ ମିଳିବନି ରାସନ
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନକୁ ବୃଦ୍ଧି କରିବା ଲକ୍ଷ୍ୟରେ ନୂଆ ନିୟମ ଲାଗୁ କରାଯାଇଛି । କୋଭିଡ-୧୯ ଟିକାକରଣ ନେଇ ବିଭିନ୍ନ ରାଜ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । କିଛି ରାଜ୍ୟରେ ଡ୍ରାଇଭିଂ…