Browsing Category

Breaking News

ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରହିଛି ଅଗ୍ନିଶମ ବିଭାଗ, ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛି ସ୍ୱତନ୍ତ୍ର ଟିମ୍

ବ୍ରହ୍ମପୁର (ଭାସ୍କର ନ୍ୟୁଜ ) :ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ଆଗୁଆ ପ୍ରସ୍ତୁତି ଜାରି କରାଯାଇଛି …

ରାଶିଫଳ(ରବିବାର,୦୮ ମେ,୨୦୨୨)

ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟରେ ବୃଦ୍ଧି ହେବ। ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ।…

ଏଣିକି ଖେଲୋ ଇଣ୍ଡିଆ କ୍ରୀଡା ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି, ବଡ଼ ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଆଗାମୀ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ରାଜ୍ୟର ଯେଉଁ ଆଥଲେଟ ମାନେ ପଦକ ହାସଲ କରିବେ, ସେମାନଙ୍କୁ ମିଳିବ ସରକାରୀ ଚାକିରି । କାରଣ ବିଭିନ୍ନ ଜାତୀୟ…

ସକ୍ରିୟ ହେଉଛି ଗଭୀର ଅବପାତ, କିଛି ସମୟ ମଧ୍ୟରେ ବାତ୍ୟା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ସଂଧ୍ୟା ଆଡକୁ ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ବୋଲି କହିଛି…

ସରିଲା ମାଟ୍ରିକ ପରୀକ୍ଷା: ୨୦ରୁ ଆରମ୍ଭ ହେବ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା

କଟକ, (ଭାସ୍କର ନ୍ୟୁଜ୍‌) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା (ସମ୍ମେଟିଭ୍‌-୨) ପରୀକ୍ଷା ଶେଷ ହୋଇଛି । ୨ ବର୍ଷ ପରେ ଶ୍ରେଣୀ ଗୃହରେ ବସି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା…

ଓଡ଼ିଶା ଉପରୁ ଟଳିଲା ବିପଦ, ଉପକୂଳ ଛୁଇଁବନି ବାତ୍ୟା: ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ ଅବପାତ, ପୁରୀଠୁ ୧୨୫୦ କି.ମି. ଦୂରରେ ଅବସ୍ଥିତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କ ମନରେ ଯେଉଁ ଆଶଙ୍କା ଓ ଭୟ ରହିଥିଲା ଆପାତତଃ ତାହାର ଅବସାନ ଘଟିବାକୁ ଯାଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ…

କୋଲକାତାକୁ ୭୫ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ, ରସେଲଙ୍କ ଲଢ଼ୁଆ ଇନିଂସ ବୃଥା

ମୁମ୍ବାଇ: ଆଜି ଆଇପିଏଲ ୨୦୨୨ର ୫୩ ତମ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସକୁ ୭୫ ରନ୍ ରେ ଧୁଳି ଚଟାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । କୋଲକାତା ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି…

ଗଭୀର-ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ୱର: ତୀବ୍ର ଗତିରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଥିବା ସାମ୍ଭାବ୍ୟ ବାତ୍ୟା ଗଭୀର-ଅବପାତ ରେ ପରିଣତ ହୋଇଛି । ଆସନ୍ତା କାଲି ସକାଳ ସୁଦ୍ଧା ଏହା ବାତ୍ୟା ଏବଂ ସନ୍ଧ୍ୟା ସୁଦ୍ଧା ଭୀଷଣବାତ୍ୟା ରେ ପରିଣତ ହେବାର…

ରୋମାଞ୍ଚକର ମ୍ୟାଚ୍ ରେ ପଞ୍ଜାବକୁ ୬ ୱିକେଟ୍ ରେ ହରାଇଲା ରାଜସ୍ଥାନ, ଯସଶ୍ୱୀଙ୍କ ଅର୍ଦ୍ଧଶତକ, ବଟଲର୍-ହେଟମାୟରଙ୍କ ବିସ୍ପୋରକ ଇନିଂସ୍

ମୁମ୍ବାଇ: ଆଜି ଆଇପିଏଲର ୫୨ତମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗସ୍ କୁ ୬ ୱିକେଟ୍ ରେ ହରାଇଛି ରାଜସ୍ଥାନ ରୟାଲ୍ସ । ଟସ୍ ଜିତି ପଞ୍ଜାବ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ରାଜସ୍ଥାନ ଆଗରେ ୧୯୦ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ…

ପାକିସ୍ତାନରେ ଲଜ୍ଜା: କବର ଖୋଳି ନାବାଳିକଙ୍କ ଶବ ସହ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ, ପୋଲିସର ଛାନଭିନ୍ ଜାରି

ଇସଲାମାବାଦ: ପାକିସ୍ତାନରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଝିଅମାନେ ଜୀବିତ ଅବସ୍ଥାରେ ତ ସମାଜରେ ସୁରକ୍ଷିତ ରହୁନାହାନ୍ତି, କିନ୍ତୁ ମୃତ୍ୟୁ ପରେ ବି…