Browsing Category
Breaking News
ବରର ଉଚ୍ଚତା ୩୬ ଇଞ୍ଚ, କନ୍ୟାର ଉଚ୍ଚତା ୩୪ ଇଞ୍ଚ: ବିନା ନିମନ୍ତ୍ରଣରେ ବିବାହ ମଣ୍ଡପରେ ରୁଣ୍ଡ ହେଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ: ବାହାଘର ଉତ୍ସବମାନଙ୍କରେ ନିମନ୍ତ୍ରଣ ପାଇ ଅନେକ ଲୋକ ଯୋଗ ଦେଇଥାନ୍ତି । ମାତ୍ର ବିନା ନିମନ୍ତ୍ରଣରେ ହଜାର ହଜାର ଲୋକ ଯୋଗଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନିକଟରେ ମଧ୍ୟପ୍ରଦେଶର ଭାଗଲପୁରରେ ଏପରି…
ଠିକ୍ ସମୟରେ ଚିକିତ୍ସା ନମିଳିବାରୁ ପ୍ରତିଦିନ ଜୀବନ ହାରୁଛନ୍ତି ୧୦ ହଜାର ଭାରତୀୟ!
ନୂଆଦିଲ୍ଲୀ: ଦେଶରେ ଆଜି ବି ଲକ୍ଷାଧିକ ଲୋକଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳୁନଥିବାରୁ ମୃତ୍ୟୁ ହେଉଛି । ୨୦୨୦ରେ ଦେଶରେ ୮୧.୧୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୩୬.୫୨ ଲକ୍ଷ ମୃତ୍ୟୁ ଠିକ୍ ସମୟରେ…
ଅଚାନକ୍ ବିହାର ଯାଇ ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ କାହିଁକି ଭେଟିଲେ ଧର୍ମେନ୍ଦ୍ର? ଆଲୋଚନାକୁ ନେଇ ଏପରି ହେଉଛି ଚର୍ଚ୍ଚା
ପାଟନା: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସନ୍ଧ୍ୟାରେ ଅଚାନକ୍ ପାଟନା ଯାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟ କରିଥିଲେ । ଏହି ସମୟରେ ୨ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଲେ ଗୀତାଞ୍ଜଳି ଦାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୀତାଞ୍ଜଳୀଙ୍କୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି ।…
କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା? ଜାଣନ୍ତୁ କ’ଣ କହିଲେ IMD ଡିଜି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ଅନ୍ୟପଟେ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ କାହା ପାଖରେ ରହିବ: ସୁପ୍ରିମକୋର୍ଟର ୫ ଜଣିଆ ଜଜଙ୍କ ସମ୍ବିଧାନ ପୀଠ କରିବ ନିଷ୍ପତ୍ତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣିଆ ଜଜଙ୍କୁ ନେଇ ଗଠିତ ସମ୍ବିଧାନ ବେଞ୍ଚ ଦିଲ୍ଲୀର ଅଧିକାରୀଙ୍କର ଟ୍ରାନ୍ସଫର ଓ ପୋଷ୍ଟିଂ ମାମଲାର ବିଚାର କରିବେ । ଦିଲ୍ଲୀର ପ୍ରଶାସନିକ ସେବାକୁ କିଏ ନିୟନ୍ତ୍ରଣ କରିବ ତାହାର…
କୋଭିଡ୍-୧୯ କାରଣରୁ ସ୍ଥଗିତ ହେଲା Asian Games 2022
ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆନ୍ ଗେମ୍ସ ସ୍ଥଗିତ ହୋଇଛି । ଅଲିମ୍ପିକ୍ କାଉନସିଲ ଅଫ୍ ଏସିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୨ର ଏସିଆନ୍ ଗେମ୍ସ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର…
୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା, ୧୦ରେ ଛୁଇଁପାରେ ଉପକୂଳ: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ୮ ତାରିଖ ସନ୍ଧ୍ୟା…
କେଶ ପାଇଁ ଲାଭଦାୟକ ଚିନି, ଜାଣନ୍ତୁ କିପରି କରିବେ ବ୍ୟବହାର
ସୁନ୍ଦର ଘନ ଓ ଲମ୍ବା କେଶ ସବୁ ମହିଳାଙ୍କର ସ୍ୱପ୍ନ ହୋଇଥାଏ ।ଏହା ତାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇଥାଏ । ଲମ୍ବା ଓ ଘନ କେଶ ପାଇଁ ମାର୍କେଟରେ ଅନେକ ପ୍ରକାରର ପ୍ରଡକ୍ଟ ମିଳିଥାଏ । କିନ୍ତୁ ଆମ ରୋଷେଇ ଘରେ ବି କିଛି…
୪.୮ ଲକ୍ଷ ନୁହେଁ, କୋଭିଡରେ ୪୭ ଲକ୍ଷ ଭାରତୀୟ ମରିଛନ୍ତି: ରାହୁଲ
ନୂଆଦିଲ୍ଲୀ: କରୋନା ଭାରଇସ୍ ପ୍ରଭାବରେ ଭାରତରେ ମୋଟ ୪୭ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ତେବେ ହୁ’ର ଏହି ମନ୍ତବ୍ୟ ପରେ ଭାରତ ସରକାରଙ୍କ ପକ୍ଷରୁ କଡ଼ା ବିରୋଧ…