fbpx
Browsing Category

Breaking News

ଫେଲ୍ ମାରୁଛି ରାଜ୍ୟ ସରକାରଙ୍କ କୋଭିଡ୍ ରଣନୀତି, କ’ଣ କରାଯିବା ଦରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିପାରିନାହିଁ । ଆଜି ରାଜ୍ୟରେ ୪୫ ଜଣଙ୍କ ମୃତ୍ୟୁ ହେବା ସହ ୨୯୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ମାସ ୧୪…

ଆଜି ପୁଣି ରାଜ୍ୟରେ ୪୫ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଉଛି ଚିନ୍ତା, ଆଜି ୨୯୧୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଏଣିକି ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ, ଜାଣନ୍ତୁ କେବେଠାରୁ ଓ କେଉଁ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସମସ୍ତଙ୍କର ଆଶଙ୍କା ବଢ଼ି ଚାଲିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା…

ୟୁରୋ କପ୍ ଫୁଟବଲ୍: ସେମିରେ ସ୍ପେନ୍-ଇଟାଲି ମୁକାବିଲା

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ଫୁଟବଲର ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ସେମିରେ ଦେଖିବାକୁ ମିଳିବ ସ୍ପେନ ଓ ଇଟାଲି ମଧ୍ୟରେ ଟକ୍କର । ପେନାଲ୍ଟି ସୁଟଆଉଟରେ…

୧୧୫ ଦିନରେ CMରୁ ‘ ତୀରଥ’ ଓହରିଲେ, ଦେବଭୂମିରେ ରାଜନୀତିକ ସଂକଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଉତ୍ତରାଖଣ୍ଡ ତଥା ଦେବଭୂମିରେ ପୁଣି ଦେଖାଗଲା ରାଜନୀତିକ ସଂକଟ। ରାତିଅଧିଆ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ତୀରଥ ସିଂ ରାୱତ। ସୂଚନା ଅନୁସାରେ ଶୁକ୍ରବାର ପ୍ରାୟ ମଧ୍ୟରାତ୍ରି ବେଳକୁ…

ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ!

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂ ରାୱତ । ଶପଥ ନେବାର ୬ ମାସ ପୂରଣ ହୋଇନଥିଲେ ହେଁ ରାୱତ ନିଜ ପଦରୁ ଇସ୍ତଫା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ…

ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟିକାକରଣକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ଏପର୍ଯ୍ୟନ୍ତ ରାଜ୍ୟରେ ତିନିଟି ଟିକା ଦିଆଯାଉଥିବାବେଳେ କେବଳ ଭୁବନେଶ୍ୱରକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ କୋଭିଶିଲ୍ଡ ଟିକା…

ସିଲ୍ ହେଲା ଭିଏସଏସ ନଗର ମାର୍କେଟ୍, ରାଜଧାନୀରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ଦୋକାନ ଓ ବଜାର ଆଦି ସିଲ୍ କରୁଛି ବିଏମସିର ଏନଫୋର୍ସମେଣ୍ଟ୍ ଟିମ୍ । କୋଭିଡ୍ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ବାଧ୍ୟହୋଇ ରାଜଧାନୀରେ କାର୍ଯ୍ୟାନୁଷ୍ଠାନ ନେଉଛି…

ଏଣିକି ଗର୍ଭବତୀ ନେବେ ଟିକା, କେନ୍ଦ୍ର ଦେଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦେଶରେ ଗର୍ଭବତୀ ମହିଳାମାନଙ୍କୁ ଦିଆଯିବ କୋଭିଡ୍ ଟିକା। ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ)ର ସୁପାରିଶ…