fbpx
BJD SKY
BJD SKY

ପଞ୍ଚାୟତ ନିର୍ବାଚନରେ କାହାର ହେବ ବିଜୟ ? ଜାଣନ୍ତୁ ୨ଟା ସୁଦ୍ଧା କିଏ ଆଗୁଆ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ସରିଥିବା ବେଳେ ଆଜି ଭୋଟ ଗଣତି ଚାଲିଛିି । ୩ ଦିନ ଧରି ଚାଲିବ ଭୋଟ ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଚାଲିଛଇ । ୩୧୪ ବ୍ଲକର ଗୋଟିଏ ଲେଖାଏଁ ଜୋନ ପାଇଁ ଗଣତି ହେଉଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ୨ଟି ଜୋନର ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡ଼ି ୨୬୪ରେ ଆଗୁଆ ଥିବା ବେଳେ ବିଜେପି ୨୯, କଂଗ୍ରେସ ୧୬ ଓ ଅନ୍ୟାନ୍ୟ ପ୍ରାର୍ଥୀ ୬ରେ ଆଗୁଆ ରହିଛନ୍ତି ।
ତେବେ ଆସନ୍ତୁ ଜାଣିବା ଜିଲ୍ଲା ପରିଷଦ ପ୍ରାର୍ଥୀ ହିସାବରେ କିଏ ଆଗୁଆ ରହିଛି…

ଖୋର୍ଦ୍ଧା:-
ବାଲିଅନ୍ତା ଜୋନ ୧୬ରେ ବିଜେଡିର ମହେଶ୍ୱର ଦାସ ଆଗୁଆ ।
ବେଗୁନିଆ ଜୋନ୍ ୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ ଅଛନ୍ତି ।
ବୋଲଗଡ଼ ଜୋନ ୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ ଅଛନ୍ତି ।
ଚିଲିକା ଜୋନ ୪ରେ ବିଜେପିର ସୁକାନ୍ତି ଦେଇ ଆଗୁଆ ଅଛନ୍ତି ।
ଖୋର୍ଦ୍ଧା ଜୋନ ୧ରେ ବିଜେପିର ପ୍ରବୀଣା ଭଞ୍ଜଦେଓ ଆଗୁଆ ଅଛନ୍ତି ।
ଜଟଣୀ ଜୋନ ୭ରେ ବିଜେଡିର ମୋହିନୀ ନାଏକ ଆଗୁଆ ଅଛନ୍ତି ।
ବାଣପୁର ଜୋନ ୧୩ରେ ବିଜେଡିର ସସ୍ମିତା ପ୍ରଧାନ ଆଗୁଆ ।
ଟାଙ୍ଗି ଜୋନ ୯ରେ ବିଜେଡିର ମିତାଞ୍ଜଳି ବଳିୟାରସିଂହ ଆଗୁଆ ।
ଭୁବନେଶ୍ୱର ବ୍ଲକ ଜୋନ ୨୮ ବିଜେପିର ବିଶ୍ୱନାଥ ପିଙ୍ଗୁଆ ଆଗୁଆ ।
ବାଲିପାଟଣା ବ୍ଲକ ଜୋନ ୧୯ରେ ବିଜେଡିର ଗଙ୍ଗାଧର ମଲ୍ଲିକ ଆଗୁଆ ।

କଟକ:-
ମାହାଙ୍ଗା ଜୋନ ୩୯ରେ ବିଜେଡିର ଏମ.ଆର୍ ହୁଦା ଆଗୁଆ ରହିଛିନ୍ତି ।
ବାରଙ୍ଗ ଜୋନ ୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ ଅଛନ୍ତି ।
ଟାଙ୍ଗି-ଚୌଦ୍ୱାର ଜୋନ ୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ଆଗୁଆ ଅଛନ୍ତି ।
ଆଠଗଡ଼ ଜୋନ ୧ରେ ବିଜେଡିର ଶାନ୍ତିଲତା ବେହେରା ଆଗୁଆ ଅଛନ୍ତି ।
ବାଙ୍କୀ ଜୋନ ୩୪ରେ ବିଜେଡିର ରଶ୍ମିତା ସାହୁ ଆଗୁଆ ଅଛନ୍ତି ।
ନରସିଂହପୁର ଜୋନ ୧୬ରେ ବିଜେଡିର ରାଜଲକ୍ଷ୍ମୀ ବିଶ୍ୱାଳ ଆଗୁଆ ।
ବଡମ୍ବା ଜୋନ ୨୯ରେ ବିଜେଡିର ଜୟଶ୍ରୀ ବରାଳ ଆଗୁଆ ।
ତିଗିରିଆ ଜୋନ ୧୪ରେ ବିଜେଡିର ସଞ୍ଜୟ ମଲ୍ଲିକ ଆଗୁଆ ।
କଟକ ସଦର ଜୋନ ୪ରେ ସ୍ୱାଧୀନ ପ୍ରାର୍ଥୀ କବିତା ଦାଶ ଆଗୁଆ ।
କଣ୍ଟାପଡ଼ା ଜୋନ ୮ରେ ବିଜେଡିର ପୀୟୂଷ ମିଶ୍ର ଆଗୁଆ ।
ନିଆଳି ଜୋନ ୨୦ରେ ବିଜେଡିର କବିତା ରାଉତ ଆଗୁଆ ।
ନିଶ୍ଚିତକୋଇଲି ଜୋନ ୨୪ରେ ବିଜେଡିର ବିପ୍ଲବ କାପ ଆଗୁଆ ।
ବାଙ୍କୀ-ତମପଡ଼ା ଜୋନ ୩୭ରେ ବିଜେଡିର ମିନତି ମହାପାତ୍ର ଆଗୁଆ ।

ଗଞ୍ଜାମ:-
ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ଆଗୁଆ ରହିଛନ୍ତି ।
ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ ରହିଛନ୍ତି ।
ବୁଗୁଡ଼ା ଜୋନ ୪ରେ ବିଜେଡ଼ିର ସସ୍ମିତା ସ୍ୱାଇଁ ଆଗୁଆ ରହିଛନ୍ତି ।
ବେଲଗୁଣ୍ଠା ଜୋନ ୪୭ରେ ବିଜେଡିର ପୂର୍ଣ୍ଣାବାସୀ ନାଏକ ଆଗୁଆ ରହିଛନ୍ତି ।
କୁକୁଡ଼ାଖଣ୍ଡି ଜୋନ ୮ରେ ବିଜେଡିର ଶିବାନୀ ସେଠୀ ଆଗୁଆ ରହିଛନ୍ତି ।
ପୁରୁଷୋତ୍ତମପୁର ଜୋନ ୩୫ରେ ବିଜେଡିର ପିଙ୍କି ନାହାକ ଆଗୁଆ ଅଛନ୍ତି ।
ସାନଖେମୁଣ୍ଡି ଜୋନ ୫୯ରେ ବିଜେଡିର ବିଜୟ ପ୍ରଧାନ ଆଗୁଆ ଅଛନ୍ତି ।
ପୋଲସରା ଜୋନ ୩୮ରେ ବିଜେପିର ଧର୍ମେନ୍ଦ୍ର ପାଢ଼ୀ ଆଗୁଆ ଅଛନ୍ତି ।
ଜଗନ୍ନାଥପ୍ରସାଦ ଜୋନ ୨୨ରେ ବିଜେଡିର ଶିବ ସେଠୀ ଆଗୁଆ ଅଛନ୍ତି ।
କବିସୂର୍ୟ୍ୟନଗର ଜୋନ ୫ରେ ବିଜେଡିର ବଳରାମ ପ୍ରଧାନ ଆଗୁଆ ଅଛନ୍ତି ।
ହିଂଜିଳି ଜୋନ ୬୭ରେ ବିଜେଡିର ନନ୍ଦୀ ସୁଦେଷ୍ଣା ଆଗୁଆ ଅଛନ୍ତି ।
ଖଲ୍ଲିକୋଟ ଜୋନ ୧୧ରେ ବିଜେଡିର ସୋନମ ପଲେଇ ଆଗୁଆ ଅଛନ୍ତି ।
ଚିକିଟି ଜୋନ୍-୧୬ରେ ବିଜେଡିର କେ.ନୀଲାବେନି ଆଗୁଆ ।
ଦିଗପହଣ୍ଡି ଜୋନ-୨୫ରେ ବିଜେଡିର ରାଧାକାନ୍ତ ମହାକୁଡ ଆଗୁଆ ରହିଛନ୍ତି ।
ଗଞ୍ଜାମ ବ୍ଲକ୍ ଜୋନ୍-୧୪ରେ ବିଜେଡିର ସସ୍ମିତା ସ୍ୱାଇଁ ଆଗୁଆ ।
ଛତ୍ରପୁର ଜୋନ-୧୪ରେ ବିଜେଡିର ରଶ୍ମିତା ନାହାକ ଆଗୁଆ ।
ରଙ୍ଗେଇଲୁଣ୍ଡା ଜୋନ୍-୫୩ରେ ବିଜେପିର କାଜଲ ପାତ୍ର ଆଗୁଆ ରହିଛନ୍ତି ।
ଧରାକୋଟ ଜୋନ୍-୨୯ରେ ବିଜେଡିର ପ୍ରତାପ ସ୍ୱାଇଁ ଆଗୁଆ ।
ବେଗୁନିଆପଡ଼ା ଜୋନ୍-୪୪ରେ ବିଜେଡିର କଲ୍ୟାଣୀ ପାତ୍ର ଆଗୁଆ ।
ପାତ୍ରପୁର ଜୋନ-୩୨ରେ ବିଜେଡିର ପିଙ୍କି ବଡମୁଣ୍ଡି ଆଗୁଆ ।
ଶେରଗଡ଼ ଜୋନ-୫୬ରେ ବିଜେଡିର ଚିତ୍ତରଞ୍ଜନ ପାଣିଗ୍ରାହୀ ଆଗୁଆ ।
ଭଂଜନଗର ଜୋନ-୫୦ରେ ବିଜେଡିର ଶୈଳବାଳା ନିଷୋୟୀ ଆଗୁଆ ।

ଗଜପତି:-
କାଶୀନଗର ଜୋନ ୧ରେ ବିଜେପିର ଏ,ଶୈଳଜା ଆଗୁଆ ।
ଗୁମ୍ମା ଜୋନ ୩ରେ କଂଗ୍ରେସର ରେଣୁକା ପାତ୍ର ଆଗୁଆ ।
ନୂଆଗଡ଼ ଜୋନ ୫ରେ କଂଗ୍ରେସର ରାଜୀବ ଦୋରା ଆଗୁଆ ।
ମୋହନା ଜୋନ ୮ରେ ବିଜେଡିର କୁନ୍ତଳା ମଲ୍ଲିକ ଆଗୁଆ ।
ରାୟଗଡ଼ ଜୋନ ୧୩ରେ ବିଜେଡିର ଗୌତମୀ ଜାନି ଆଗୁଆ ।
ଆର. ଉଦୟଗିରି ଜେନା ୧୧ରେ କଂଗ୍ରେସର ରୁତୁ ପର୍ଣ୍ଣା ମିଶ୍ର ଆଗୁଆ ।
ପାରଳାଖେମୁଣ୍ଡି ଜୋନ ୬ରେ ବିଜେଡିର ଏସ.ବାଲାରାଜୁ ଆଗୁଆ ।

ଜଗତସିଂହପୁର:-
ଏରସାମ ଜୋନ ୧ରେ ବିଜେଡିର ପ୍ରଣମ ସ୍ୱାଇଁ ଆଗୁଆ ଅଛନ୍ତି ।
ବାଲିକୁଦା ବ୍ଲକ ଜୋନ ୧ରେ ବିଜେଡିର ଡଲି ପଣ୍ଡା ଆଗୁଆ ଅଛନ୍ତି ।
ନାଉଗାଁ ଜୋନ ୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ ଅଛନ୍ତି ।
ଜଗତସିଂହପୁର ଜୋନ-୯ରେ ବିଜେଡିର ଚିତ୍ତରଞ୍ଜନ ରାଉଳ ଆଗୁଆ ।
ରଘୁନାଥପୁର ଜୋନ-୨୫ରେ ବିଜେଡିର ରୀନାରାଣୀ ମଲ୍ଲିକ ଆଗୁଆ ରହିଛନ୍ତି ।
ବିରିଡି ଜୋନ-୨୩ରେ ବିଜେଡିର ଦୀପ୍ତିମୟୀ ରାୟ ଆଗୁଆ ।
ତିର୍ତ୍ତୋଳ ଜୋନ-୧୩ରେ ବିଜେଡିର ରଂଜିତା ସିଂହ ଆଗୁଆ ।
କୁଜଙ୍ଗ ଜୋନ-୫ରେ ବିଜେଡିର ପ୍ରମୋଦ ସ୍ୱାଇଁ ଆଗୁଆ ।

ଯାଜପୁର:-
ବିଂଝାରପୁର ଜୋନ ୨୫ରେ ବିଜେଡିର ଅହଲ୍ୟା ସ୍ୱାଇଁ ଆଗୁଆ ଅଛନ୍ତି ।
ଦାନଗଦି ଜୋନ ୮ରେ ବିଜେଡିର ସ୍ମୃତିରାଣୀ ରାଉତ ଆଗୁଆ ଅଛନ୍ତି ।
ଯାଜପୁର ଜୋନ ୨୯ରେ ବିଜେଡିର ପ୍ରେମାନନ୍ଦ ଜେନା ଆଗୁଆ ଅଛନ୍ତି ।
ଧର୍ମଶାଳା ଜୋନ ୧୧ରେ ବିଜେପିର ବିଷ୍ଣୁ ସାହୁ ଆଗୁଆ ।
ରସୁଲପୁର ଜୋନ ୩୫ରେ ବିଜେଡିର ଶିଶିର ମହାନ୍ତି ଆଗୁଆ ।
ବଡଚଣା ଜୋନ ୧୬ରେ ବିଜେଡିର ଜିତେନ୍ଦ୍ର ନାୟକ ଆଗୁଆ ।
ବରୀ ଜୋନ ୨୧ରେ ବିଜେଡିର ଅଶୋକ ସାମଲ ଆଗୁଆ ।
ସୁକିନ୍ଦା ଜୋନ ୩୭ରେ ବିଜେଡିର ଜେମା ଚାଖୁ ଆଗୁଆ ।
ଦଶରଥପୁର ଜୋନ ୪ରେ ବିଜେଡିର ପାର୍ଥସାରଥୀ ମହାପାତ୍ର ଆଗୁଆ ।

ଢେଙ୍କାନାଳ:-
ଗଁଦିଆ ଜୋନ ୧୦ରେ ବିଜେଡିର ବିଶ୍ୱନାଥ ଚିନାରା ଆଗୁଆ ଅଛନ୍ତି ।
କାମାକ୍ଷାନଗର ଜୋନ ୭ରେ ବିଜେପିର ନିବେଦିତା ରାଉତ ଆଗୁଆ ଅଛନ୍ତି । ବିଜେଡିର ଦୀପ୍ତିମୟୀ ବିଶ୍ୱାଳ ପଛୁଆ ।
ଓଡ଼ାପଡ଼ା ଜୋନ ୧ରେ ବିଜେଡିର ପ୍ରତିମା ନାଏକ ଆଗୁଆ ।
ପରଜଙ୍ଗ ଜୋନ ୧୮ରେ ବିଜେପିର ଏଲିନା ଭୂତିଆ ଆଗୁଆ ।
ଭୁବନ ଜୋନ -୨୧ରେ ବିଜେଡିର ସୁଭଦ୍ରା ପାତ୍ର ଆଗୁଆ ।
କଙ୍କଡ଼ାହାଡ଼ ଜୋନ ୪ରେ ବିଜେଡିର ନବକିଶୋର ସାହୁ ଆଗୁଆ ।
ହିନ୍ଦୋଳ ଜୋନ ୨୪ରେ ବିଜେପିର ସୁନିତା ନାଥ ଆଗୁଆ ।
ଢ଼େଙ୍କାନାଳ ସଦର ଜୋନ୍-୧୪ରେ ବିଜେଡିର ପୂର୍ଣ୍ଣିମା ଦେହୁରୀ ଆଗୁଆ ।

କନ୍ଧମାଳ:-
ଜି.ଉଦୟଗିରି ଜେନା ୫ରେ ବିଜେପିର ସତ୍ୟଭାମା ନାଏମ ଆଗୁଆ ଅଛନ୍ତି ।
କୋଟଗଡ଼ ଜୋନ ୨ରେ ବିଜେଡିର ସୁଶାନ୍ତ କହଁର ଆଗୁଆ ଅଛନ୍ତି ।
ବାଲିଗୁଡ଼ା ଜୋନ ୧୫ରେ ବିଜେଡିର ନନ୍ଦିନୀ ମଲ୍ଲିକ ଆଗୁଆ ଅଛନ୍ତି ।

ନୟାଗଡ଼ା:-
ଜୋନ୍ ୧୬ରେ ବିଜେପିର ସନ୍ଧ୍ୟାରାଣୀ ସେଠୀ ଆଗୁଆ ।
ନୟାଗଡ଼ ଜୋନ ୧୨ରେ ବିଜେପିର ସନ୍ତୋଷ ପ୍ରଧାନ ଆଗୁଆ ।
ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ ଯସ୍ମିନ ଦାଶ ଆଗୁଆ ରହିଛନ୍ତି ।
ନୟାଗଡ଼ ଜୋନ ୧୨ରେ ବିଜେଡିର ସୁବାସ କହଁର ଆଗୁଆ ଅଛନ୍ତି ।
ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି ।
ରଣପୁର ଜୋନ ୧ରେ ବିଜେପିର ସସ୍ମିତା ମାର୍ଥା ଆଗୁଆ ଅଛନ୍ତି ।
ଦଶପଲ୍ଲା ଜୋନ ୯ରେ ବିଜେଡିର ହରିଶ୍ଚନ୍ଦ୍ର ଜାନି ଆଗୁଆ ।
ଭାପୁର ଜୋନ ୧୮ରେ ବିଜେଡିର ଧର୍ମେନ୍ଦ୍ର ଧଳ ଆଗୁଆ ।
ଖଣ୍ଡପଡ଼ା ଜୋନ ୫ରେ ବିଜେଡିର ରାମେଶ୍ୱର ଶତପଥୀ ଆଗୁଆ ।
ଗଣିଆ ଜୋନ ୮ରେ ବିଜେପିର ସୁଶାନ୍ତ ନାଏକ ଆଗୁଆ ।

ନୂଆପଡ଼ା:-
ସିନାପାଲି ୧୨ରେ ବିଜେଡିର ପୁଷ୍ଣାଞ୍ଜଳି ଗୁଆଲ ଆଗୁଆ ।

ରାୟଗଡ଼ା:-
ରାମନାଗୁଡ଼ା ୧୮ ନମ୍ବର ଜୋନରେ ବିଜେଡ଼ିର ଗଗନ ଆଚାର୍ୟ୍ୟ ଆଗୁଆ ରହିଛନ୍ତି ।
ଗୁଣପୁର ଜୋନ-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ ଅଛନ୍ତି ।

ବୌଦ୍ଧ:-
୪ ନମ୍ବର ଜୋନରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ ରହିଛନ୍ତି ।
କଣ୍ଟାମାଳ ଜୋନ ୧ରେ ବିଜେଡ଼ିର ସୁନିତା ସାହୁ ଆଗୁଆ ଅଛନ୍ତି ।
ହରଭଙ୍ଗା ଜୋନ-୭ରେ ବିଜେଡିର ଜିତୁ ମିଶ୍ର ଆଗୁଆ ।

କେନ୍ଦୁଝର :-
ଆନନ୍ଦପୁର ଜୋନ ୧ରେ ବିଜେଡ଼ିର ଟୁନି ରଣା ଆଗୁଆ ଅଛନ୍ତି ।
କେନ୍ଦୁଝର ଜୋନ୍ ୪ରେ ବିଜେଡ଼ିର ଲୀଳାବତୀ ମହାନ୍ତି ଆଗୁଆ ଅଛନ୍ତି ।
ଘଟଗାଁ ଜୋନ ୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତି ଆଗୁଆ ଅଛନ୍ତିି ।
ପାଟଣା ଜୋନ ୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ ଅଛନ୍ତି ।
ଘସିପୁରା ଜୋନ ୧୦ରେ ବିଜେଡିର ମଧୁସ୍ମିତା ଦାସ ଆଗୁଆ ଅଛନ୍ତି ।
ଯୋଡ଼ା ଜୋନ ନମ୍ବର ୨୬ରେ ବିଜେଡିର ଶଶିକାନ୍ତ ଖିଲାର ଆଗୁଆ ଅଛନ୍ତି ।
ତେଲକୋଇ ଜୋନ ୧୯ରେ ବିଜେପିର ଶୈଳବାଳା ନାଏକ ଆଗୁଆ ଅଛନ୍ତି ।
ପାଟଣା ଜୋନ ୭ରେ ବିଜେପିର ସତ୍ୟବ୍ରତ ନାଏକ ଆଗୁଆ ଅଛନ୍ତି ।
ହାଟଡିହି ଜୋନ-୩୪ରେ ବିଜେପିର ବିବେକାନନ୍ଦ ରାଉତ ଆଗୁଆ ।
ହରିଚନ୍ଦନପୁର ଜୋନ-୩୧ରେ ବିଜେଡିର ସାଗରିକା ସାହୁ ଆଗୁଆ
ଚମ୍ପୁଆ ଜୋନ୍-୧୩ରେ ବିଜେଡିର ଉଦୟ ନାଏକ ଆଗୁଆ ।
ବାଂଶପାଳ ଜୋନ-୨୪ରେ ବିଜେଡିର ଶାନ୍ତିଲତା ରଣା ଆଗୁଆ ।
ସାହାରାପଡ଼ା ଜୋନ-୨୯ରେ ବିଜେପିର ଅଂଶୁମାନ ସବୁଜ ମହାନ୍ତ ବର୍ମା ଆଗୁଆ ।

କୋରାପୁଟ:-
ଜୟପୁର ଜୋନ ୧ରେ ବିଜେଡିର ତପତୀ ପଟ୍ଟନାୟକ ଆଗୁଆ ଅଛନ୍ତି ।
କୋଟପାଡ଼ ଜୋନ୧ରେ ବିଜେଡିର ତ୍ରିପତି ଚଲାଣ ଆଗୁଆ ।
ବୋରିଗୁମ୍ମା ୧ରେ ବିଜେଡିର ପ୍ରସାଦ ବିଡିକା ଆଗୁଆ ।
କୁନ୍ଦୁରା ୧ରେ ବିଜେଡିର ବିନୋଦ ସାମନ୍ତରାୟ ଆଗୁଆ ।
ବୈପାରୀଗୁଡ଼ା ୧ରେ ବିଜେଡିର ରାଜେଶ ମହରିଆ ଆଗୁଆ ।
ଦଶମନ୍ତପୁର ୧ରେ କଂଗ୍ରେସର ଲଳିତ ଜାନି ଆଗୁଆ ।
ଲକ୍ଷ୍ମୀପୁର-୧ରେ କଂଗ୍ରେସର ହିଙ୍ଗୁ ସାଉନ୍ତା ଆଗୁଆ ।

ମୟୂରଭଞ୍ଜ:-
କରଞ୍ଜିଆ ଜୋନ ୬ରେ ବିଜେଡିର ବୀଣାପାଣି ନାଏକ ଆଗୁଆ ଅଛନ୍ତି ।
ଗୋପବନ୍ଧୁ ନଗର ଜୋନ ୧୪ରେ ବିଜେପିର ସୁଶାନ୍ତି ପରିଡ଼ା ଆଗୁଆ ଅଛନ୍ତି ।
କପ୍ତିପଦା ଜୋନ ୩ରେ ବିଜେପିର ବିଜୟଲକ୍ଷ୍ମୀ ମାଝୀ ଆଗୁଆ ରହିଛନ୍ତି ।
ଖୁଣ୍ଟା ଜୋନ ୧୨ରେ ବିଜେଡିର ହୃଦାନନ୍ଦ ମୁର୍ମୁ ଆଗୁଆ ଅଛନ୍ତି ।
ବେତନଟୀ ଜୋନ ୩୫ରେ ବିାଜଡିର ବିଶ୍ୱନାଥ ହେମ୍ବୁମ ଆଗୁଆ ଅଛନ୍ତି ।
ଉଦାଳ ଜୋନ ୧ରେ ଜେଏମଏମର ଖିରମଣୀ ମୁର୍ମୁ ଆଗୁଆ ଅଛନ୍ତି ।
ବାରିପଦା ଜୋନ ୨୯ରେ ବିଜେପିର ପ୍ରଭାବତି ମହାନ୍ତ ଆଗୁଆ ।
ଯଶିପୁର ଜୋନ ୪୧ରେ ବିଜେଡିର ମିନତୀ ନାଏକ ଆଗୁଆ ।
ଜାମଦା ଜୋନ୍-୧୬ରେ ବିଜୁ ଗୋପାଳ ଗୋପ ଆଗୁଆ ।
ରରୁଆଁ ଜୋନ୍-୧୪ରେ ବିଜେପିର ଗୁଦୁଣି ତୋରାଇ ଆଗୁଆ
ଠାକୁରମୁଣ୍ଡା ଜୋନ-୧୮ରେ ବିଜେଡିର ପୂର୍ଣ୍ଣିମା ବାଗସିଂ ଆଗୁଆ ।
ତିରିଂ ଜୋନ-୨୦ରେ ବିଜେଡିର ପାରଶଚନ୍ଦ୍ର ମୁଣ୍ଡା ଆଗୁଆ ।

ସୁନ୍ଦରଗଡ଼:-
କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ଆଗୁଆ ଅଛନ୍ତି ।
ଟାଙ୍ଗରପାଲି ଜୋନ ୧ରେ ବିଜେପିର ପୂଜା ପଟେଲ ଆଗୁଆ ଅଛନ୍ତି ।
କୁତ୍ରା ଜୋନ ୧ରେ ବିଜେଡିର ପିଙ୍କି ସୁନାନୀ ଆଗୁଆ ରହିଛନ୍ତି ।
ବଡ଼ଗାଁ ଜୋନ ୧ରେ ବିଜେଡ଼ିର ଅମିୟ ପ୍ରଧାନ ଆଗୁଆ ରହିଛନ୍ତି ।
ସୁନ୍ଦରଗଡ଼ ଜୋନ ୧ରେ ବିଜେଡିର ଅଶ୍ୱିନୀ ନାଏକ ଆଗୁଆ ।
ରାଜଗାଙ୍ଗପୁର ଜୋନ ୧ରେ ବିଜେଡିର ସୁଶିଲା ଟପ୍ପୋ ଆଗୁଆ ।
ଲହୁଣୀପଡ଼ା ଜୋନ ୨୯ରେ ବିଜେଡିର ଜୁଲିଆନି କାଣ୍ଡିରା ଆଗୁଆ ।
ଲାଠିକଟା ଜୋନ ୩୨ରେ ବିଜେଡିର ଭୁବନୁ କୁଜୁର ଆଗୁଆ ।
ଗୁରୁଣ୍ଡିଆ ଜୋନ ୭ରେ ଜେଏମଏମ ପାତ୍ରାସ ଏକ୍କା ଆଗୁଆ ।
କୁଆଁରମୁଣ୍ଡା ଜୋନ ୧ରେ ବିଜେଡିର ନେଭିଲ କେର୍କେଟା ଆଗୁଆ ।
ଲେଫ୍ରିପଡ଼ା ଜୋନ ୩୪ରେ ବିଜେଡିର ବୈଷ୍ଣବ ମାଝୀ ଆଗୁଆ ।
ହେବଗିରି ଜୋନ ୨୭ରେ ବିଜେଡିର ଉଦିତ ସେଠ ଆଗୁଆ ।
ସବଡେଗା ଜୋନ ୨୩ରେ ବିଜେଡିର ମନୋଜ ବରୁଆ ଆଗୁଆ ।
ବଣାଇ ଜୋନ ୧୫ରେ ବିଜେଡିର ବୀର ବିଚିତ୍ରସେନ ନାୟକ ଆଗୁଆ ।
ନୂଆଗାଁ ଜୋନ ୧୧ରେ ବିଜେଡିର ଜ୍ୟୋତି ଦଳରେସା ଟେଟେ ଆଗୁଆ ।
ବିଶ୍ରା ଜୋନ ୧୯ରେ ବିଜେଡିର ହାଲୁ ମୁଣ୍ଡାରୀ ଆଗୁଆ ।

ବରଗଡ଼:-
ଜୋନ ୧ରେ ବିଜେପିର ମୁକ୍ତା ସାହୁ ଆଗୁଆ ରହିଛନ୍ତି ।
ଅମ୍ବାଭୋନା ଜୋନ ୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ ରହିଛନ୍ତି ।
ଝାରବନ୍ଧ ଜୋନ ୧ରେ ବିଜେପିର ଗରିବ ଭୋଇ ଆଗୁଆ ଅଛନ୍ତି ।
ଅତାବିରା ଜୋନ ୧ରେ ବିଜେଡିର ସୁଦାମ ଜାଲ ଆଗୁଆ ଅଛନ୍ତି ।
ସୋହେଲା ଜୋନ ୩୨ରେ ବିଜେଡିର ଜାଇଫୁଲ ସିଂବରିହା ଆଗୁଆ ଅଛନ୍ତି ।
ପାଇକମାଳ ଜୋନ ୧୧ରେ ବିଜେଡିର ଗୀତାଞ୍ଜଳି ପୁଟା ଆଗୁଆ ଅଛନ୍ତି ।
ବରଗଡ଼ ସଦର ଜୋନ ୧୪ରେ ବିଜେଡିର ପୁଷ୍ପା ଭୋଇ ଆଗୁଆ ।
ଭେଡେନ ବ୍ଲକ ଜୋନ-୨୬ରେ ବିଜେଡିର ପଦ୍ମିନୀ ଗଡ଼ତିଆ ଆଗୁଆ ଅଛନ୍ତି ।
ବିଜେପୁର ଜୋନ ୨୧ରେ ବିଜେଡିର ମାନିନୀ ଭୋଇ ଆଗୁଆ ଅଛନ୍ତି ।
ଗାଇସିଲେଟ ଜୋନ ୭ରେ ବିଜେପିର ନେହେରୁ ବରିହା ଆଗୁଆ ଅଛନ୍ତି ।
ଭଟଲି ଜୋନ ୨୪ରେ ବିଜେଡିର ଭାରତୀ ଭୁଏ ଆଗୁଆ ଅଛନ୍ତି ।

ପୁରୀ:-
କଣାସ ଜୋନ ୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ ଅଛନ୍ତି ।
ବ୍ରହ୍ମଗିରି ଜୋନ ୨୮ରେ ବିଜେଡିର କୈଳାସ ପରିଡା ଆଗୁଆ ।
ନିମାପଡ଼ା ଜୋନ ୧୮ରେ ବିଜେଡିର କୁଞ୍ଜଲିା ସାମଲ ଆଗୁଆ ।
ପୁରୀ ସଦର ଜୋନ ୨୫ରେ ବିଜେଡିର ମୋନାଲି ମିଶ୍ର ଆଗୁଆ ।
ଅନ୍ତରଙ୍ଗ ଜୋନ ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ ଆଗୁଆ ।
କାକଟପୁର ଜୋନ୬ରେ ବିଜେଡିର ଜ୍ୟୋତ୍ସାରାଣୀ ଦଳାଇ ଆଗୁଆ ।
କୃଷ୍ଣପ୍ରସାଦ ଜୋନ ୯ରେ ବିଜେଡିର ଲକ୍ଷ୍ମୀଧର ସାହୁ ଆଗୁଆ ।
ଗୋପ ଜୋନ ୧୧ରେ ବିଜେଡିର ଧର୍ମେନ୍ଦ୍ର ସାହୁ ଆଗୁଆ ।
ଡେଲାଙ୍ଗା ଜୋନ ୧୫ରେ ବିଜେଡିର ପ୍ରଜ୍ଞା ଛୋଟରାୟ ଆଗୁଆ ।
ପିପିଲି ଜୋନ ୨୨ରେ ବିଜେଡିର ସୁଶ୍ରୀସଂଗିତା ବେହେରା ଆଗୁଆ ।
ସତ୍ୟବାଦୀ ଜୋନ ୨୧ରେ ବିଜେଡିର ନାରାୟଣ ରାଉତରାୟ ଆଗୁଆ ।

ସମ୍ବଲପୁର:-
କୁଚିଣ୍ଡା ୧ରେ ବିଜେଡିର ଅଜିତ ମହାପାତ୍ର ଆଗୁଆ ।
ଜମନକିରା ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ଆଗୁଆ ।
ଧନକଉଡା ୧ରେ ବିଜେଡିର ସୁନିଲ ମିଶ୍ର ଆଗୁଆ ।
ନାକଟିଦେଉଳ ୧ରେ ବିଜେଡିର ପ୍ରିୟମ୍ବଦା ସାହୁ ଆଗୁଆ ।
ବାମରା ୧ରେ ବିଜେଡିର କୃଷ୍ଣଚନ୍ଦ୍ର ଟପ୍ପୋ ଆଗୁଆ ।
ମାନେଶ୍ୱର ୧ରେ ବିଜେଡିର ସୁରଜ ସେଠ ଆଗୁଆ ।
ଯୁଯୁମରା ୧ରେ ବିଜେଡିର କବିତା ସାହୁ ଆଗୁଆ ।
ରେଢ଼ାଖୋଲ ୧ରେ ବିଜେପିର ହୀରାବତି ପ୍ରଧାନ ଆଗୁଆ ।
ରେଙ୍ଗାଲି ୧ରେ ବିାଜଡିର ଚୋଲାଶ୍ରୀ ମହାନନ୍ଦ ଆଗୁଆ ।
ଅନୁଗୁଳ:-
ଅନୁଗୁଳ ଜୋନ ୧ରେ କାଜଲ ପଟ୍ଟନାୟକ ଆଗୁଆ ଅଛନ୍ତି ।
ପାଲଲହଡ଼ା ଜୋନ ୨୨ରେ ବିଜେପିର ଗୁରୁଚରଣ ହେମ୍ବ୍ରୁମ ଆଗୁଆ ରହିଛନ୍ତି ।
କିଶୋରନଗର ଜୋନ ୧୧ରେ ବିଜେପିର ବବିତା ପ୍ରଧାନ ଆଗୁଆ ଅଛନ୍ତି ।
ଆଠମଲ୍ଲିକ ଜୋନ ୫ରେ ବିଜେଡିର ରଶ୍ମିରେଖା ମାହାର ଆଗୁଆ ଅଛନ୍ତି ।
ଛେଣ୍ଡିପଦା ଜୋନ ୧୪ରେ ବିଜେପିର ଅଖିଳ ଗଡ଼ନାୟକ ଆଗୁଆ ଅଛନ୍ତି ।
ବଅଁରପାଳ ଜୋନ ୨୫ରେ ବିଜେପିର ସରୋଜ ଦେବତା ଆଗୁଆ ।

ବାଲେଶ୍ୱର:-
ବାଲେଶ୍ୱର ସଦର ଜୋନ ୧ରେ ବିଜେଡିର ସଞ୍ଜୟ ଦାସ ଆଗୁଆ ରହିଛନ୍ତି ।
ବସ୍ତା ଜୋନ ୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ଆଗୁଆ ରହିଛନ୍ତି ।
ନୀଳଗିରି ଜୋନ ୧୧ରେ ବିଜେଡିର ସୁବର୍ଣ୍ଣମଞ୍ଜରୀ ସିଂହ ଆଗୁଆ ଅଛନ୍ତି ।
ଜଳେଶ୍ୱର ଜୋନ-୭ରେ ବିଜେଡ଼ିର ତୁଳସୀ କିସ୍କୁ ଆଗୁଆ ରହିଛନ୍ତି ।
ବାହାନଗା ଜୋନ ୧୮ରେ ବିଜେଡିର ବଟକୃଷ୍ଣ ମାଳି ଆଗୁଆ ।
ସିମୁଳିଆ ଜୋନ ୪୦ରେ ବିଜେପିର ରମେଶ ସାହୁ ଆଗୁଆ ଅଛନ୍ତିି ।
ଜଳେଶ୍ୱର ଜୋନ ୭ରେ ବିଜେଡିର ତୁଳସୀ କିସ୍କୁ ଆଗୁଆ ଅଛନ୍ତି ।
ସୋର ଜୋନ ୪୩ରେ ବିଜେଡିର ରେବତୀ ନାୟକ ଆଗୁଆ ।
ରେମୁଣା ଜୋନ ୩୬ରେ ବିଜେଡିର ଅଭିମନ୍ୟୁ ଧିଣ୍ଡା ଆଗୁଆ ।
ଔପଦା ଜୋନ ୧ରେ ବିଜେଡିର ମୁନି ସିଂ ଆଗୁଆ ।
ଭୋଗରାଇ ଜୋନ ୩୦ରେ ବିଜେଡିର ଗିରିଶ ଦତ୍ତ ଆଗୁଆ ।
ଭୋଗରାଇ ଜୋନ ୩୧ରେ ବିଜେଡିର ଅଜିତ କାମିଲା ଆଗୁଆ ।

ବଲାଙ୍ଗିର:-
ବେଲପଡ଼ା ଜୋନ ୧ରେ ବିଜେଡ଼ିର ଜୟ ଧରୁଆ ଆଗୁଆ ଅଛନ୍ତି ।
ଟିଟିଲାଗଡ଼ ଜୋନ ୭ରେ ବିାଜଡିର ଗୀତା ବିଶି ଆଗୁଆ ଅଛନ୍ତି ।
ଗୁଡ଼ଭେଲା ଜୋନ ୫ରେ ବିଜେଡିର ପ୍ରଦୀପ ପଣ୍ଡା ଆଗୁଆ ଅଛନ୍ତି ।
ତୁରେଇକେଲା ଜୋନ ୧୦ରେ ବିଜେପିର ମମତା ମେହେର ଆଗୁଆ ଅଛନ୍ତି ।
ସଇଁତଳା ଜୋନ ୩୦ରେ ବିଜେଡିର ହିମାଚଳ ବୁଡ଼େକ ଆଗୁଆ ।
ସଦର ବ୍ଲକ ଜୋନ ୨୨ରେ ବିଜେଡିର ଅନାମିକା ହୋତା ଆଗୁଆ ।
ବଙ୍ଗୋମୁଣ୍ଡା ଜୋନ ୨୦ରେ ବିଜେଡିର ଥବୀର ବାଗ ଆଗୁଆ ।
ଲୋଇସିଂହା ଜୋନ ୩୩ରେ ବିଜେଡିର ନୀଳିମା ବେହେରା ଆଗୁଆ ।
ପୁଇଁଳତା ଜୋନ ୧୭ରେ ବିଜେଡିର ଲିପିକା ପ୍ରଧାନ ଆଗୁଆ ।
ପାଟଣାଗଡ଼ ଜୋନ ୧୪ରେ ବିଜେଡିର ବିଶ୍ୱେଶ୍ୱରୀ ବରିହା ଆଗୁଆ ।

ନବରଙ୍ଗପୁର:-
ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ ଅଛନ୍ତି ।
ନବରଙ୍ଗପୁର ଜୋନ ୧ରେ କଂଗ୍ରେସର କପୁର ଚନ୍ଦ୍ର ନାଏକ ଆଗୁଆ ଅଛନ୍ତି ।
ଡାବୁଗାଁ ଜୋନ ୧୨ରେ ବିଜେଡିର ଧନସିଂ ଭତ୍ରା ଆଗୁଆ ରହିଛନ୍ତି ।
ଉମରକୋଟ ଜୋନ ୧ରେ ବିଜେଡିର ଚନ୍ଦନ ରାୟ ଆଗୁଆ ଅଛନ୍ତି ।
ପାପଡାହାଣ୍ଡି ଜୋନ ୨୦ରେ କଂଗ୍ରେସର ଉଆସୁଁ ମାଝୀ ଆଗୁଆ ଅଛନ୍ତି ।
ନନ୍ଦାହାଣ୍ଡି ଜୋନ ୧୮ରେ ବିଜେଡିର ନାରାୟଣ ରଥ ଆଗୁଆ ଅଛନ୍ତି ।

ଭଦ୍ରକ:-
ଭଣ୍ଡାରୀପୋଖରୀ ଜୋନ ୨୨ରେ ବିଜେଡିର ବଦ୍ରି ରାଉତ ଆଗୁଆ ଅଛନ୍ତି ।
ଜୋନ ୨୫ରେ ବିଜେଡିର ପ୍ରତିମା ଜେନା ଆଗୁଆ ଅଛନ୍ତି ।
ଚାନ୍ଦବାଲି ଜୋନ ୧ରେ ବିଜେଡିର ପ୍ରିନ୍ସ ରାକେଶ ନାୟକ ଆଗୁଆ ।
ତିହିଡି ଜୋନ ୬ରେ ବିଜେଡିର ରୁଜାତା ପଣ୍ଡା ଆଗୁଆ ।
ବନ୍ତ ଜୋନ ୧୪ରେ ବିଜେଡିର ରୁନିତା ଦାଶ ଆଗୁଆ ।
ଧାନନଗର ଜୋନ୍-୧୦ରେ ବିଜେପିର ରଂଜିତା ସ୍ୱାଇଁ ଆଗୁଆ ।
ବାସୁଦେବପୁର ଜୋନ୍-୧୭ରେ ବିଜେଡିର ଜୟନ୍ତୀ ବାରିକ ରହିଛନ୍ତି ଆଗୁଆ

ମାଲକାନଗିରି:-
କୋରକୋଣ୍ଡା ଜୋନ ୪ରେ ବିଜେଡିର ବିଜୟଲକ୍ଷ୍ମୀ ପଡ଼ିଆମି ଆଗୁଆ ।
ଖଇରପୁର ଜୋନ ୬ରେ ବିଜେଡିର ବଳୀ ମାଝୀ ଆଗୁଆ ଅଛନ୍ତି ।
ମାଲକାନଗିରି ଜୋନ ୧ରେ ବିଜେଡିର କୁନି ଭୂମିଆ ଆଗୁଆ ଅଛନ୍ତି ।
ମାଥିଲି ଜୋନ ୮ରେ ବିଜେଡିର ଲକ୍ଷ୍ମୀପ୍ରିୟା ନାଏକ ଆଗୁଆ ଅଛନ୍ତି ।
ପଡ଼ିଆ ଜୋନ ୭ରେ ବିଜେଡ଼ିର ସୁରଭି ଭୌମିକ ଆଗୁଆ ଅଛନ୍ତି ।
ଚିତ୍ରକୋଣ୍ଡା ଜୋନ ୧୪ରେ ବିଜେଡିର ଭେଙ୍କଟେଶ୍ୱର ପପୁଲୁ ଆଗୁଆ ଅଛନ୍ତି ।
କାଲିମେଳା ଜୋନ-୧ରେ ବିଜେଡିର ଅପର୍ଣ୍ଣା ମଣ୍ଡଳ ଆଗୁଆ ।

ଝାରସୁଗୁଡ଼ା:-
ଲଇକେରା ଜୋନ ୧ରେ ବିଜେଡିର ତୁଲାବତୀ ମିଞ୍ଜ ଆଗୁଆ ଅଛନ୍ତି ।
କୋଲାବିରା ଜୋନ ୧ରେ ବିଜେଡିର ନୃପଲାଲ ପଶାୟତ ଆଗୁଆ ଅଛନ୍ତି ।
ଝାରସୁଗୁଡ଼ା ସଦର ଜୋନ ୧ରେ ବିଜେଡିର ଝରଣା ସାଗର ଆଗୁଆ ଅଛନ୍ତି ।

ସୁବର୍ଣ୍ଣପୁର:-
ଉଲୁଣ୍ଡା ଜୋନ ୧ରେ ବିଜେଡିର ବିଜୟଲକ୍ଷ୍ମୀ ତରାଇ ଆଗୁଆ ଅଛନ୍ତି ।
ସୋନପୁର ୧୨ରେ ବିଜେଡିର ସସ୍ମିତା ମହାନ୍ତି ଆଗୁଆ ।
ତରଭା ଜୋନ ୬ରେ ବିଜେଡିର ଅଞ୍ଜଳି କମ୍ପ ଆଗୁଆ ।
ବୀରମହାରାଜପୁର ଜୋନ ୧୦ରେ ବିଜେଡିର ରଞ୍ଜିତ ରଥ ଆଗୁଆ ।

କେନ୍ଦ୍ରାପଡ଼ା:-
ଆଜି ଜୋନ୍-୧ରେ ବିଜେଡିର କନକଲତା ବେହେରା ଆଗୁଆ ରହିଛନ୍ତି ।
କେନ୍ଦ୍ରାପଡ଼ା ଜୋନ-୫ରେ ବିଜେଡିର ଲଳିତା ଦାସ ଆଗୁଆ ରହିଛନ୍ତି ।
ରାଜନଗର ଜୋନ-୩୦ରେ ବିଜେଡିର ସୁରେନ୍ଦ୍ର ରାଉତ ଆଗୁଆ ରହିଛନ୍ତି ।
ମାର୍ଶାଘାଇ ଜୋନ-୨୪ରେ ବିଜେଡିର ପ୍ରମୋଦ ରଥ ଆଗୁଆ ।
ପଟ୍ଟାମୁଣ୍ଡାଇ ଜୋନ-୨୫ରେ ବିଜେଡିର ପ୍ରିୟଦର୍ଶିନୀ ତରାଇ ଆଗୁଆ ।
ଡେରାବିଶ ଜୋନ-୧୨ରେ ବିଜେଡିର ଧନେଶ୍ୱର ସେଠୀ ଆଗୁଆ ।

ଦେବଗଡ଼:-
ତିଲେଇବଣ ୧ ଜୋନରେ ବିଜେଡିର ରାଜେଶ ମହାନନ୍ଦ ଆଗୁଆ ।
ବାରକୋଟ ୧ରେ ବିଜେଡିର ବର୍ଷାରାଣୀ ମୁଣ୍ଡା ଆଗୁଆ ।
ରିଆମାଳ ୧ରେ ବିଜେଡିର କୌଶିକ ପ୍ରଧାନ ଆଗୁଆ ।

କଳାହାଣ୍ଡି:-
ଜୟପାଟଣା ଜୋନ ୧୪ରେ ବିଜେପିର ଅଙ୍ଗନ ମାଝୀ ଆଗୁଆ ।
ଧର୍ମଗଡ଼ ଜୋନ ୨୩ରେ ବିଜେପିର ଅର୍ପେଣ ସ୍ୱାଇଁ ଆଗୁଆ ।
କୋକସରା ଜୋନ ୮ରେ ବିଜେଡିର ହେମନ୍ତ ମାଝୀ ଆଗୁଆ ।
ଜୁନାଗଡ଼ ଜୋନ ୧୭ରେ ବିଜେଡିର ସୁଧିର ମେହେର ଆଗୁଆ ।
କଲମପୁର ଜୋନ ୧ରେ ବିଜେପିର ପୂର୍ଣ୍ଣମୀ ମାଝୀ ଆଗୁଆ ।
ଗୋଲାମୁଣ୍ଡା ଜୋନ ୧୧ରେ ବିଜେଡିର ହେମାଙ୍ଗିନୀ ରାଉତ ଆଗୁଆ ।
କର୍ଲାମୁଣ୍ଡା ଜୋନ ୩ରେ ବିଜେଡିର ମହେନ୍ଦ୍ର ରଣା ଆଗୁଆ ।
କେସିଙ୍ଗା ଜୋନ ୫ରେ ବିଜେଡିର ଦୀପାଞ୍ଜଳୀ ସାହୁ ଆଗୁଆ ।
ଥୁ,ରାମପୁର ଜୋନ ୨୧ରେ ବିଜେଡିର ପ୍ରମିଳା ମାଝୀ ଆଗୁଆ ।
ନର୍ଲା ଜୋନ ୨୬ରେ ବିଜେଡିର ନମ୍ରତା ସାହୁ ଆଗୁଆ ।
ଭବାନୀପାଟଣା ଜୋନ ୨୯ରେ ବିଜେପି ହୃଦାନନ୍ଦ ସାହୁ ଆଗୁଆ ।
ମ. ରାମପୁର ଜୋନ ୩୩ରେ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ ଆଗୁଆ ।

Get real time updates directly on you device, subscribe now.