Browsing Category
Breaking News
ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ କେନ୍ଦ୍ର ସରକାର, ତୃତୀୟ ଲହରକୁ ନେଇ ଡର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏନେଇ ଡିଜିସିଏ ପକ୍ଷରୁ ସୁଚନା ଦିଆଯାଇଛି । କରୋନା ମହାମାରୀର ତୃତୀୟ ଲହର…
୭ ଜିଲ୍ଲାରେ ଛେଚିବ ବର୍ଷା, ଲଘୁଚାପ କ୍ଷେତ୍ର ସୃଷ୍ଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ…
ନିଶା କାରବାରର ହାଇଟେକ୍ ତରିକା: କୋରିୟରରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ, ୨ ଗିରଫ
ଭୁବନେଶ୍ୱର(ଓଡିଶା ଭାସ୍କର): ନିଶା କାରବାରର ହାଇଟେକ୍ ତରିକା । ଅଭିନବ ଉପାୟରେ କୋରିୟରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବନ୍ଧା ହୋଇଛନ୍ତି ୨ ମାଫିଆ । ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଏହି ୨ ଗଞ୍ଜେଇ…
ଏହି ୧୦ ରାଜ୍ୟରେ ପ୍ରବେଶ କରିବା ପାଇଁ ଟିକାକରଣ ସାର୍ଟିଫିକେଟ୍ ଜରୁରୀ, ଦେଖନ୍ତୁ ପୁରା ତାଲିକା
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ପିକ୍ ରେ ରହିଛି । ହେଲେ ଗତ କିଛି ମାସ ମଧ୍ୟରେ କରୋନା ସଂକ୍ରମଣ ଅନେକ ମାତ୍ରାରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ହେଲେ କିଛି ରାଜ୍ୟ ଏପରି…
ହକି ତାରକା ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା/ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ହକି ତାରକା ଅମିତ୍ ରୋହିଦାସ ପୁରସ୍କୃତ ହୋଇଛନ୍ତି । ଅମିତ୍…
୨୧ଦିନ ପରେ ବାପା ହୋଇଥାନ୍ତେ, କାବୁଲ ବିସ୍ଫୋରଣରେ ସବୁଦିନ ପାଇଁ ଆଖି ବୁଜିଲେ
ୱାଶିଂଟନ୍: ଆଫଗାନିସ୍ତାନରେ ବର୍ତ୍ତମାନ ଯୁଦ୍ଧୁସ୍ଥିତି ଜାରି ରହିଛି । ଇତି ମଧ୍ୟରେ ନିକଟରେ କାବୁଲ ବିମାନ ବନ୍ଦରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଜଣ ଆଫଗାନିସ୍ତାନ ନାଗରିକଙ୍କ ବ୍ୟତୀତ ୧୩ ଜଣ…
ଆଫଗାନୀଙ୍କୁ ତାଲିବାନିଙ୍କ ଧମକ; ଗାଡ଼ି, ଅସ୍ତ୍ରଶସ୍ତ୍ର ଆଦି ଦିଅ ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ
କାବୁଲ: ତାଲିବାନ ପକ୍ଷରୁ ଶନିବାର ଦିନ ଆଫଗାନୀ ମାନଙ୍କୁ ଗାଡ଼ି, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟ ସରକାରୀ ସମ୍ବନ୍ଧିତ ଅଧିକାରୀମାନଙ୍କୁ ଦେବା ପାଇଁ ଆଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ତାଲିବାନି ପ୍ରବକ୍ତା…
ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ୍ କୋହଲୀ ଗିରଫ
ମୁମ୍ବାଇ: ବିଗ୍ ବସ୍ ର ପୂର୍ବତନ ପ୍ରତିଯୋଗୀ ଅଭିନେତା ଅରମାନ କୋହଲୀଙ୍କ ଘରେ ନିକଟରେ ଏନସିବି ଚଢ଼ାଉ କରିଥିଲା । ଲମ୍ବା ସମୟ ପର୍ଯ୍ୟନ୍ତ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ…
ଛାଡ଼ପତ୍ର ପୂର୍ବରୁ ଏମିତି କାରନାମା କଲେ ସ୍ତ୍ରୀ, ସ୍ୱାମୀଠୁ ଅଲଗା ହେବାପାଇଁ ଅନୁମତି ଦେଲେ ହାଇକୋର୍ଟ
ନାଗପୁର: ମାଟ୍ରିମୋନିଆଲ ସାଇଟ୍ ରେ ପ୍ରୋଫାଇଲ୍ ଅପଲୋଡ୍ କରିବା ପରେ ନାଗପୁର ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଠାରୁ ଛାଡପତ୍ର ନେବା ପାଇଁ ଅନୁମତି ଦେଇଛନ୍ତି । ଘଟଣା ହେଉଛି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ…
କାମସୁତ୍ର ବହିରେ ନିଆଁ ଲଗାଇଲେ ବଜରଙ୍ଗ ଦଳ, ହିନ୍ଦୁ ଦେବଦେବୀଙ୍କୁ ଅବମାନନା ଅଭିଯୋଗ
ଅହମଦାବାଦ୍: ଅହମଦାବାଦ୍ ର ଏକ ବହି ଦୋକାନରେ ଥିବା କାମସୁତ୍ର ବହିରେ ନିଆଁ ଲଗାଇଦେଇଛନ୍ତି ବଜରଙ୍ଗ ଦଳ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ବହିରେ ହିନ୍ଦୁ ଦେବଦେବୀଙ୍କୁ ଅଶ୍ଳୀଳ ରୂପରେ ଦେଖାଯାଇଛି । ତେଣୁ…