Browsing Category

Breaking News

ଷ୍ଟଣ୍ଟ ମାରୁଥିଲେ ଯୁବତୀ, ଅବସ୍ଥା ହେଲା ଏମିତି: ଦେଖନ୍ତୁ ଭିଡିଓ…

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଷ୍ଟଣ୍ଟ ଦେଖାଇବାର କ୍ରେଜ ବହୁଳ ମାତ୍ରାରେ ବୃଦ୍ଧି ପାଇବାକୁ ଲାଗିଛି । ପ୍ରତିଦିନ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ପୂର୍ବରୁ ଏହା କେବଳ ଚଳଚ୍ଚିତ୍ରରେ…

(Video) ପାଞ୍ଚଜଣ! ଏତେ କମ୍ ଲୋକ ଗାଡ଼ିରେ ଯାତ୍ରା କରୁଛନ୍ତି, ଜାଣନ୍ତୁ ଏନେଇ କ’ଣ କହିଲେ IPS

ନୂଆଦିଲ୍ଲୀ: ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଏକ ଭିଡିଓ ନିକଟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ବାଇକରେ ପାଞ୍ଚ ଜଣ ବସି ଯାଉଥିବା ଭିଡିଓରେ ଦେଖାଯାଉଛି । ଏହି ଭିଡିଓ ଦେଖିବା ପରେ ଜଣେ ଆଇପିଏସ୍ ଅଫିସର କଡ଼ା…

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ୮୭ ତମ ଏପିସୋଡ୍ । ମନ୍ କି ବାତ୍ ରେ ଓଡ଼ିଆ ଯୁବକଙ୍କ ଉଦ୍ୟମକୁ…

ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୨ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ସୁବାସ ଘିସିଂ ଗିରି ଏବଂ ଛତିଶଗଡ଼ରୁ ସୟାଦ ସହବଜା ନାକବିକୁ ଗିରଫ କରିଛି ଇଓଡବ୍ଲୁ ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବରିଷ୍ଠ ଅଧିକାରୀ: ରାଜ୍ୟର ପ୍ରଗତି ପାଇଁ ଆହୁରି ନିଷ୍ଠାର ସହ କାମ କରିବାକୁ କହିଲେ ନବୀନ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିକଟରେ ଅନୁଷ୍ଠିତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଚମତ୍କାର ସଫଳତା ଅଭିନନ୍ଦନ ଜଣାଇଛନ୍ତି ।…

ଗୁଳି ଫୁଟିବାରୁ ଥାନା ଅଧିକାରୀଙ୍କ ମୃତ୍ୟୁ ଘଟଣା: ଦେବକୁମାରଙ୍କ ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଅଫିସରୁ ପଡ଼ୁଥିଲା ପ୍ରବଳ ଚାପ

ଗଞ୍ଜାମ: ଗାଙ୍ଗପୁର ଆଇଆଇସି ଦେବକୁମାର ଗମାଙ୍ଗଙ୍କ ଗୁଳି ଫୁଟି ମୃତ୍ୟୁ ଘଟଣାରେ ପତ୍ନୀଙ୍କ ବଡ଼ ବୟାନ । ଅଫିସରୁ ଦେବକୁମାରଙ୍କ ଉପରେ ପ୍ରବଳ ଚାପ ପଡ଼ୁଥିଲା ବୋଲି କହିଛନ୍ତି । ମୃତ୍ୟୁ ସମୟରେ ଦୁଇଜଣ ଅଫିସର ଆଇଆଇସିଙ୍କ…

୨ ଲକ୍ଷ କୋଟିର ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପାଖାପାଖି ୨ ଲକ୍ଷ କୋଟିର ବଜେଟକୁ ମଞ୍ଜୁରୀ ମିଳିଛି…

ଇ-ଶ୍ରମ କାର୍ଡ: ଏବେ ଯୁବକ ବି ନେଇପାରିବେ ଏହି ଯୋଜନା ଲାଭ, ପ୍ରତିମାସରେ ମିଳିବ ୧୦୦୦ ଟଙ୍କା

କରୋନା ମହାମାରୀ କାରଣରୁ ହୋଇଥିବା ଆର୍ଥିକ କ୍ଷତିର ଭରଣ ପାଇଁ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କୁ ଧ୍ୟାନରେ ରଖି ଅନେକ ଯୋଜନା କରିଛନ୍ତି । ଯେଉଁଥିରେ ସେମାନଙ୍କୁ ଲାଭ ମିଳିପାରିବ । ଏହି ଯୋଜନା ମଧ୍ୟରୁ ଗୋଟିଏ ହେଉଛି…

ଚାର ଧାମ୍ ଯାତ୍ରା ପାଇଁ IRCTC ଲଞ୍ଚ କଲା ଶାନଦାର୍ ପ୍ୟାକେଜ୍: ୧୨ ଦିନର ଟୁରରେ ରହିଛି ଏହିସବୁ ଆକର୍ଷଣୀୟ ସୁବିଧା

ନୂଆଦିଲ୍ଲୀ: ସ୍ୱାଧୀନତାର ଅମୃତ ମହୋତ୍ସବ ଓ ‘ଦେଖୋ ଅପନା ଦେଶ’ ଅଧୀନରେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଚାର୍ ଧାମ ଯାତ୍ରା ପ୍ୟାପେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା: ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର ଟିମ୍ ର ତନାଘନା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ । ଏପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇପାରିନାହିଁ । ଏବେବି ଫେରାର…