Browsing Category
Breaking News
OJEE-୨୦୨୨ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ କେବେ ଆବେଦନର ଶେଷ ତାରିଖ
OJEE-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୪ ମାର୍ଚ୍ଚ ୨୦୨୨ ରେ ରାଜ୍ୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ଓଜେଇଇ ୨୦୨୨ ଆବେଦନ ଫର୍ମ ପ୍ରକାଶ ପାଇଛି । ଅଫିସିଆଲ ୱେବସାଇଟରେ ଆଗାମୀ ରାଜ୍ୟ ସ୍ତରୀୟ ପରୀକ୍ଷା…
ମଇଁଷିଙ୍କୁ ଦେଖି ଛାନିଆରେ ଗଛରେ ଚଢ଼ିଲା ସିଂହ, ଭାଇରାଲ ଭିଡିଓ ଦେଖି ମଜା ଉଠାଉଛନ୍ତି ଦର୍ଶକ
ସିଂହକୁ କୁହାଯାଏ ଜଙ୍ଗଲର ରାଜା । ସିଂହକୁ ଦେଖିବା ମାତ୍ରେ ଜୀବଜନ୍ତୁ କ’ଣ ମନୁଷ୍ୟ ବି ଭୟଭୀତ ହୋଇପଡ଼ନ୍ତି । ହେବେନି ବା’ କେମିତି କାରଣ ସିଂହର ବଳ ଆଗରେ କେହିବି ତିଷ୍ଠି ପାରିବେ ନାହିଁ । ସିଂହକୁ ନେଇ ଅନେକ ଭିଡିଓ…
ଦୁର୍ବୃତ୍ତଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ କର୍ମଚାରୀ: ପଲସରରେ ଆସି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା
ରାଉରକେଲା: ରାଉରକେଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି ଦୁର୍ବୃତ୍ତ । ସେକ୍ଟର-୧୯ ଥାନା ନିକଟରେ ଏମିତି ଏକ ଲୁଟର ଶିକାର ହୋଇଛନ୍ତି…
ବିଶେଷଜ୍ଞ କମିଟି ଗଠନ କଲା CBSE
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ ବିଶେଷଜ୍ଞ କମିଟି ଗଠନ କରିଛି ସିବିଏସଇ । ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଠି ଗଠନ କରିଛି ସିବିଏସଇ । ପ୍ରଶ୍ନପତ୍ର ଓ…
ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପରେ ପୁଣି ଅଲଗା ହେଲେ ଏଲନ୍ ମସ୍କ ଓ ଗ୍ରିମ୍ସ
ନୂଆଦିଲ୍ଲୀ: ୩ ବର୍ଷରୁ ଅଧିକ ସମୟ ଏକାଠି ରହିବା ପରେ ଅଲଗା ହେଲେ ଟେସଲା ମୁଖ୍ୟ ଏଲନ୍ ମସ୍କ ଓ ଗ୍ରିମ୍ସ । ନିକଟରେ ଏହି କପଲ୍ ସରୋଗେସୀ ଜରିଆରେ ନିଜର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ । ମଙ୍ଗଳବାର ଦିନ ଗ୍ରିମ୍ସ…
୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା, ଏଇ ତାରିଖରୁ ଆରମ୍ଭ ହେବ ବୋଲି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କୋଭିଡକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ସମଗ୍ର ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…
ଏହି ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ହେବ ୮ ଗୁଣ ମହଙ୍ଗା, ଲାଗୁ ହେବାକୁ ଯାଉଛି ନୂଆ ନିୟମ
ନୂଆଦିଲ୍ଲୀ: ଭାରତ ସରକାର ଦେଶରେ ପ୍ରଦୂଷଣକୁ ରୋକିବା ପାଇଁ ଜୋରଦାର୍ ପ୍ରୟାସ କରୁଛନ୍ତି । ଏଣୁ କରି ଏପ୍ରିଲ୍ ୧ ତାରିଖରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଗାଡ଼ି ମାଲିକଙ୍କ ପାଇଁ କ୍ଷତି ଆଣିପାରେ…
NISER କ୍ୟାମ୍ପସ ଛାତରୁ ଖସି PhD ଛାତ୍ରୀଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ (ନାଇଜର) କ୍ୟାମ୍ପସର ଏକ ଛାତରୁ ପଡ଼ି ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଛାତ୍ରୀଙ୍କର ନାମ ହେଉଛି ପୂଜା ଜେଠୱାନୀ ।…
ଆଜି ରାଜ୍ୟରେ କୋଭିଡରେ ୪ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…
‘ଗଙ୍ଗାଜଲ’ ଫିଲ୍ମର ପୁନରାବୃତ୍ତି: ସାଧା ପୋଷାକରେ ଯାଉଥିଲେ SP, ଠକ Inspector ଅଟକାଇ କହିଲା ପଇସା ଦେ, ଜାଣନ୍ତୁ ଏହା ପରର ଘଟଣା
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କ ଫିଲ୍ମ ‘ଗଙ୍ଗାଜଲ’ରେ ଅଭିନେତା ଅଜୟ ଦେବଗନ ଏସପି ଭୂମିକାରେ ଆସିଥିଲେ । ଉକ୍ତ ଫିଲ୍ମରେ ଅଜୟ ବେଆଇନ ଭାବେ ବଟି ଆଦାୟ କରୁଥିବା ଜଣେ ପୋଲିସ…