Browsing Category
Breaking News
କାଠଯୋଡ଼ିରେ ଭାସିଗଲେ ୪ ଯୁବକ
କଟକ: କଟକ ତ୍ରିଶୁଳିଆ ନିକଟ କାଠଯୋଡ଼ି ନଦୀରେ ଭାସିଗଲେ ୪ ଯୁବକ । ଭାସିଯାଉଥିବାବେଳେ ବୁଦାରେ ଲାଗିଥିବା ୨ ଯୁବକଙ୍କୁ ସୂରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଅନ୍ୟ ୨ ଯୁବକଙ୍କ ମଧ୍ୟରୁ ଜଣେ ମୃତ ଅନ୍ୟ ଜଣେ ଏବେ ବି…
ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ
ଟୋକିଓ ଅଲିମ୍ପିକ୍ସ ୨୦୨୦ ର ୧୫ ତମ ଦିନ ଭାରତ ପାଇଁ ଏକ ଐତିହାସିକ ଦିନ । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜ ଆଥଲେଟିକ୍ସରେ ୧୦୦ ବର୍ଷର ଇତିହାସକୁ ମଧ୍ୟ…
ବିଦ୍ୟୁତ ଆଘାତରେ ଟଳିପଡିଲେ ଚାଷୀ: ୨ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖି ଗ୍ରାମବାସୀଙ୍କ ବିକ୍ଷୋଭ
ବିଦ୍ୟୁତ ବିଭାଗର ବେପରୁଆ ନିତି ପାଇଁ ଟଳି ପଡିଲେ ଚାଷୀ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କଷବାଜୟପୁର ଗ୍ରାମର ଗଣେଷ ଜେନା ବିଲକୁ ଯାଇଥିବାବେଳେ ବିଦ୍ୟୁତ ଆଘାତରେ ଚାଲିଯାଇଛି ତାଙ୍କର ଜୀବନ । ବିଲରେ ଧାନ ଚାଷ…
ଆକାଶରୁ ପଡ଼ିଲା ବଜ୍ର, ୩ ମହିଳା ଟଳି ପଡ଼ିଲେ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଆକାଶରୁ ପଡ଼ିଲା ବଜ୍ର । ଏହି ବ୍ରଜରାଘାତରେ ୩ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଜଳେଶ୍ୱର ବ୍ଲକ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ, ବସ୍ତା ବ୍ଲକ୍…
RRB Group D CBT Exam: ଖୁବଶୀଘ୍ର ଜାରି ହେବ Admit Card
ନୂଆଦିଲ୍ଲୀ: ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ଖୁବଶୀଘ୍ର ଗ୍ରୁପ୍ ଡି ଫେଜ୍ ୧ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ । ଏନେଇ ସବିଶେଷ ତଥ୍ୟ www.rrbcdg.gov.in ୱେବସାଇଟ୍ କିମ୍ବା ପ୍ରତ୍ୟେକ ଆଞ୍ଚଳିକ…
ଆଜିଠାରୁ ୨୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ସର୍ବବୃହତ୍ ପ୍ରାଇଭେଟ୍ ବ୍ୟାଙ୍କର ଅନଲାଇନ୍ ସେବା
ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ୬ଟାରୁ ଆସନ୍ତା କାଲି ରାତି ୧୦ଟା ପର୍ଯ୍ୟନ୍ତ ବ୍ୟାଙ୍କର…
ରେଳଯାତ୍ରୀଙ୍କ ପାଇଁ ଝଟକା! ଏବେ ଟ୍ରେନରେ ମିଳିବ ନାହିଁ ଏହି ବଡ଼ ସୁବିଧା
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଟ୍ରେନ୍ ଯାତ୍ରା ସମୟରେ ଆପଣଙ୍କୁ ମିଳିବ ନାହିଁ ଏକ ବଡ଼ ସୁବିଧା । ତେବେ ଭାରତ ସରକାର ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ ଏବଂ ରେଳ…
ବିବାହ ନ କରି ବି ବର ସାଜିଲେ ପୋଲିସ ଅଫିସର, ଥାନାରୁ ବଦଳି ହେବା ପରେ ଘଟିଥିଲା ଏମିିତି….
ନୂଆଦିଲ୍ଲୀ: ସାଧାରଣତଃ ଉତ୍ତରପ୍ରଦେଶରେ ଅନେକ ଅପରାଧିକ ମାମଲାକୁ ନେଇ ପୋଲିସର ଛବି ଖରାପ ରହିଥାଏ । ମାତ୍ର ବର୍ତ୍ତମାନ ଏହି ରାଜ୍ୟର ଜଣେ ପୋଲିସ ଅଫିସରଙ୍କ ବିଷୟରେ ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ ।…
କରୋନା ଲଢ଼େଇରେ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର: ଜନସନ୍ ଟିକାକୁ ଅନୁମତି, ସିଙ୍ଗଲ ଡୋଜ୍ ବି କରିବ କମାଲ୍
ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଭାରତକୁ ଆଉ ଏକ ବଡ଼ ଅସ୍ତ୍ର ମିଳିଛି । କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ପରେ ଏବେ ଭାରତରେ ଆଉ ଏକ କରୋନା ଟିକା ବ୍ୟବହାରକୁ ମଞ୍ଜୁରୀ ମିଳିଛି । ତେବେ ଆମେରିକାର ଫାର୍ମା କମ୍ପାନୀ…
ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ
ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁରର କୁଦଗୁଣ୍ଡେରପୁରରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ ଭେଟିଛି ବିଜେପି ଦଳ । ବିଧାୟକ ନାଉରି ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ମୃତ ଚାଷୀ କୈବଲ୍ୟ ରୋହିଦାସଙ୍କ ପରିବାରକୁ…